ଆରମ୍ଭ ହେଲା ଦଲାଲ ହଟାଅ କାର୍ଯ୍ୟକ୍ରମ,ରାଜ୍ୟର ସମସ୍ତ ଆର୍.ଟି.ଓ. ଅଫିସ୍ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ ହେବ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରୁ ୩୦ଜଣ ଦଲାଲଙ୍କୁ ଗିରଫ୍ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ରୁ ୪ ଦଲାଲ୍କୁ ଗିରଫ୍…