ରେପ୍ସଲ୍ ହୋଣ୍ଡା ଟିମ୍ର ଚାଳକ ମାର୍କ ମାକ୍ୱେର୍ଜ୍ଙ୍କ ୧୦୦ତମ ପୋଡିୟମ୍ ଫିନିସ୍
ଭୁବନେଶ୍ୱର: ନିଜ ଶେଷ ରେସ୍ର ଦୀର୍ଘ ୩୫୭ ଦିନ ପରେ ରେପ୍ସଲ୍ ହୋଣ୍ଡା ଟିମ୍ର ପ୍ରମୁଖ ଚାଳକ ମାର୍କେ ମାକ୍ୱେର୍ଜ୍ ୧୦୦ତମ ପ୍ରିମିୟର ଶ୍ରେଣୀର ପୋଡିୟମ୍ ଫିନିସ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱର ଚତୁର୍ଥ ଚାଳକ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଅଷ୍ଟ୍ରେଲିଆନ୍!-->…