ବାହୁଡା , ସୁନା ବେଶ ଓ ନିଳାଦ୍ରୀ ବିଜେର ତାରିଖ ବିଷୟରେ ଜାଣନ୍ତୁ
ପୁରୀ .- ଏବେ ଦକ୍ଷିଣ ମୋଡ ସରିଛି । ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁ ହୋଇ ରହିଛନ୍ତି। ହେରା ପ଼ଞ୍ଚମୀ ପରେ ମା ସୁଭଦ୍ରା ନିର୍ଦେଶ ଦେବାରୁ ରଥର ଦକ୍ଷିଣ ମୋଡ କରାଯାଇଛି । ଗୁରୁବାରରେ ସନ୍ଧ୍ୟା ଦର୍ଶନ ନୀତି ପରେ ରାତି ୭ଟାରୁ ଦର୍ଶନ ବନ୍ଦ ହବେ ।
୧୨ ତାରିଖ ଶୁକ୍ରବାରରେ ବାହୁଡ଼ା…