Browsing Tag

rail

ଆଇଆର୍‌ଏଫ୍‌ସି ପକ୍ଷରୁ ୨୦ ବର୍ଷୀୟ ବଣ୍ଡ୍‌ ଜରିଆରେ ବଜାରରୁ ୧୩୭୫ କୋଟି ଟଙ୍କା ହାସଲ

ଭୁବନେଶ୍ୱର: ଭାରତୀୟ ରେଳର ଉତ୍ସର୍ଗୀକୃତ ଫାଇନାନ୍ସ କଂପାନି ଇଣ୍ଡିଆନ୍‌ ରେଲ୍‌ୱେ ଫାଇନାନ୍ସ କର୍ପୋରେସନ୍‌ (ଆଇଆର୍‌ଏଫ୍‌ସି) ଡୋମେଷ୍ଟିକ୍‌ ବଣ୍ଡ ଜାରି କରି ୧୩୭୫ କୋଟି ଟଙ୍କା ହାସଲ କରିଛି । ଏହି ପାଣ୍ଠିକୁ ୬.୮୦ ପ୍ରତିଶତ କୁପନ୍‌ ହାରରେ ୨୦ ବର୍ଷୀୟା ମାଚ୍ୟୁରିଟି ଜରିଆରେ ହାସଲ…