Browsing Tag

ODISHANXT

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନାହିଁ

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦଯୋଜନାରେ ସାମିଲ କରାଯିବ ନାହିଁ । ଚଳିତ ମାସ ୧୫ ପରେ ଅଭିଭାବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ଆଇନ୍‍ରେ ସାମିଲ ହେବେ ନାହିଁ । ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ…

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ୍‍ରେ ଯୁକ୍ତ ତିନି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ ଡାଉନ୍‍ଲୋଡ୍‍ କରିଥିବା ସେମାନଙ୍କର ମାର୍କସିଟ୍‍ ଓ ଅଣ୍ଡରଟେକିଂ ରଖି ନାମ

ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ- ୧୮ ତାରିଖରୁ ପୁଣି…

ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ପରେ ଆଜି ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ

ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ – ୧୭…

ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଆଜି ସକାଳେ ଚାନ୍ଦବାଲି ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,

ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ

ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନ ଗତକାଲି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ ହୋଇପାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟିକାକରଣର ହାର ଏବେତିନି ଲକ୍ଷ ମଧ୍ୟରେ ସୀମିତ ଥିବାବେଳେ

ରାଜ୍ୟ ସରକାର ଅନ୍‌ଲାଇନ୍‌ ଦେୟର ଦ୍ୱିତୀୟ ସଂସ୍କରଣ ଆରମ୍ଭ କଲେ

ସରକାରୀ ଦେୟକୁ କାର୍ଡ଼, ୟୁ.ପି.ଆଇ., କ୍ୟୁ.ଆର୍‍.କୋର୍ଡ୍‍ ଏବଂ ୱାଲେଟ୍‍ ମାଧ୍ୟମରେ ପୈଠ କରି ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବ୍ୟାବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା ଉପଭୋକ୍ତାମାନଙ୍କୁ ଏଣିକି ଆଉ କେବଳ ଅନ୍‍ଲାଇନ୍‍

ମହାନଦୀରେ ବ୍ୟାରେଜ ଉପରେ ବ୍ୟାରେଜ କରୁଛି ଛତିଶଗଡ ଓଡ଼ିଶାରେ ମରୁଡି – କେନ୍ଦ୍ର କରୁଥିବା ଟ୍ରିବୁନାଲ ଏବେ କାଠ…

ମହାନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍‍ ନିର୍ମାଣ କରି ଚାଲିଛି । ଏହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‍ ମଧ୍ୟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାନ୍ତି । ଅନ୍ୟ ପକ୍ଷରେ ଏ ନେଇ ତିନି ବର୍ଷ ମଧ୍ୟରେ

୨୦୦୫-୦୬ରୁ ଅନେକ ବସ୍ତୁରେ ଜିଆଇ ଟ୍ୟାଗ ପାଇଛି ଓଡ଼ିଶା ,ଜାଣନ୍ତୁ

ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି । ଏଥି ମଧ୍ୟରେ ୮ଟି…

ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…

କେମିତି ନାରାୟଣ ପାଲଟିଲା ସାଇକୋ କିଲର !

କଟକ . - କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…