ୟୁଏସଏଆଇଡି ପକ୍ଷରୁ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ବିଜେତାଙ୍କ ନାମ ଘୋଷିତ
ଭୁବନେଶ୍ୱର : ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଂଟରନ୍ୟାସନାଲ୍ ଡେଭଲପମେଂଟ୍ (ୟୁଏସ୍ଏଆଇଡି), ଜନ ହଫକିନ୍ସଙ୍କ ସ୍ୱୀକୃତ ଜାପାଇଗୋ ନେତୃତ୍ୱାଧୀନ ମୋମେଂଟମ୍ କଂଟ୍ରି ଆଣ୍ଡ ଗ୍ଲୋବାଲ୍ ଲିଡରସିପ୍ ପ୍ରକଳ୍ପ ପକ୍ଷରୁ ଅଗ୍ରଣୀ ସାମାଜିକ ଇନକୁବେଟର ଭିଲିଗ୍ରୋର ମିଳିତ ସହଯୋଗିତାରେ ୟସ୍!-->…