Browsing Tag

odisha

ଅଲଟିମେଟ ଖୋ ଖୋ ସିଜନ-୨: ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ ଜିଆଂଟ୍ସ

ଅଲଟିମେଟ ଖୋ ଖୋ ସିଜନ-୨ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ ଜିଆଂଟ୍ସ କଟକ,୫ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟ୍‌ସ, ରାଜସ୍ଥାନ ୱାରିୟର୍ସକୁ ପରାଜିତ କରି ୨ୟ ଦଳ

ଅଲଟିମେଟ ଖୋ ଖୋ ସିଜନ-୨, ୩ୟ ବିଜୟ ସହ ଓଡିଶା ଜଗରନଟ୍ସର ପ୍ଲେଅଫ୍‌କୁ ଯିବା ସମ୍ଭାବନା ଉଜ୍ଜୀବିତ

କଟକ,୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୨-୨୧ ପଏଂଟର ବଡ ବିଜୟ ହାସଲ କରିଛି । ଓଡିଶା ଜଗରନଟ୍ସର

ଅଲଟିମେଟ ଖୋ ଖୋ ସିଜନ-୨, ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଉତ୍ସାହଜନକ ଟାଇ

କଟକ,୨ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୨ୟ ମ୍ୟାଚ୍‌ରେ ମଧ୍ୟ ଟାଇ ଦେଖିବାକୁ ମିଳିଛି । ଚେନ୍ନାଇ କ୍ୱିକ ଗନ୍ସ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୧ମ ମ୍ୟାଚରେ ଟାଇ ହେବା ପରେ କଟକର ଜୱାହାରଲାଲ ନେହେରୁ ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଖେଳାଯାଇଥିବା ୨ୟ ମଧ୍ୟ

ଅଲଟିମେଟ ଖୋ ଖୋ ସିଜନ-୨ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସର ବୃହତ ବିଜୟ

କଟକ,୧ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସ ନିଜର ୨ୟ ବିଜୟ ହାସଲ କରିଛି । ତେଲୁଗୁ ୟୋଦ୍ଧାସ, ୩୪-୨୭ର ବୃହତ ଅନ୍ତରରେ ରାଜସ୍ଥାନ ୱାରିୟର୍ସକୁ ପରାଜିତ କରିଛି । ଏହି ପ୍ରତିଯୋଗିତାରେ

ଅଲଟିମେଟ ଖୋ ଖୋ ସିଜନ-୨, ରାଜସ୍ଥାନ ୱାରିୟର୍ସକୁ ୧ ପଏଂଟରେ ହରାଇଲା ମୁମ୍ବାଇ ଖିଲାଡିସ

କଟକ,୩୧ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୭ମ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ମୁମ୍ବାଇ ଖିଲାଡିସ୍‌, ରାଜସ୍ଥାନ ୱାରିୟର୍ସକୁ ୩୧-୩୦ ପଏଂଟରେ ପରାଜିତ କରିଛି । ଗଜାନନ ସିଙ୍ଗଲେଙ୍କ ଲଗାତର ୩ଟି ଡ୍ରିମ ରନ ବୋନସ କାରଣରୁ ମୁମ୍ବାଇ

ଅଲଟିମେଟ ଖୋ ଖୋ ସିଜନ-୨,ତେଲୁଗୁ ୟୋଦ୍ଧାସ ବିରୋଧରେ ଗୁଜରାଟ ଜିଆଂଟସର ବିଶାଳ ବିଜୟ

କଟକ,୨୯ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟସ, ତେଲୁଗୁ ୟୋଦ୍ଧାସକୁ ୪୧-୪୦ ପଏଂଟ୍‌ରେ ପରାଜିତ କରିଛି । ସେହିପରି ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସ, ରାଜସ୍ଥାନ ୱାରିୟର୍ସକୁ

ଅଲ୍ଟିମେଟ ଖୋ ଖୋ ସିଜନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ମୁକୁଲ ମୁଦଗଲ 

ଭୁବନେଶ୍ୱର: ଭାରତର ପ୍ରମୁଖ ପ୍ରଫେସନାଲ ଖୋ ଖୋ ଲିଗ, ଅଲ୍ଟିମେଟ ଖୋ ଖୋ ପକ୍ଷରୁ ଜଷ୍ଟିସ ମୁକୁଲ ମୁଦଗଲ (ଅବସରପ୍ରାପ୍ତ)ଙ୍କୁ ସିଜିନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ରଣନୈତିକ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ନୈତିକ ମାନଦଣ୍ଡ କୁ ପ୍ରୋତ୍ସାହିତ

କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ରୋମାଂଚିତ କରିବ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍‌ସଙ୍କ ସଙ୍ଗୀତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀ ପୁରୁଣା ବର୍ଷକୁ ବିଦାୟ ଦେବା ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବଲିଉଡର ବିଶିଷ୍ଠ କଳାକାରମାନଙ୍କ ସଙ୍ଗୀତକୁ ସିଧାସଳଖ ଶୁଣି ଉତ୍ସବର ଖୁସିକୁ ବହୁଗୁଣିତ କରିବାକୁ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି ।

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨,ମୁମ୍ବାଇ ଖିଲାଡିସ୍‌କୁ ହରାଇ ଶୀର୍ଷରେ ଓଡିଶା ଜଗରନଟ୍‌ସ

କଟକ,୨୭ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍‌ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍‌ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍‌ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍‌ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର

ଅଲଟିମେଟ୍ ଖୋ ଖୋ ସିଜିନ୍‌-୨: ଓଡିଶା ଜଗର୍‌ନଟ୍‌ସ ଓ ଚେନ୍ନାଇ କ୍ୱିକ୍ ଗନ୍‌ସ ମଧ୍ୟରେ ରୋମାଂଚକର ଡ୍ର’, ମୁମ୍ବାଇ …

କଟକ,୨୬ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍‌ନଟ୍‌ସ ଓ ଚେନ୍ନାଇ କ୍ୱିକ୍ ଗନ୍‌ସ ମଧ୍ୟରେ ଏକ ରୋମାଂଚକର ୩୪-୩୪ ଡ୍ର’ ଦେଖିବାକୁ ମିଳିଥିଲା । ଏହି