Browsing Tag

IDBI Bank

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସୀମିତ ସମୟ ଅଫର ଭାବେ ମାତ୍ର ୭୦୦ ଦିନରେ ୭.୫୦%ର ସର୍ବାଧିକ ସୁଧ ହାର ସହ ଅମୃତ ମହୋତ୍ସବ ଜମାର ଆଉ ଏକ ଭାରିଆଂଟ୍‌କୁ ଉନ୍ମୋଚନ କରାଯାଇଛି । ଏହା ସହିତ ୫୫୫ ଦିନିଆ ଅମୃତ ମହୋତ୍ସବ ଜମାରେ ସୁଧ ହାରକୁ ୬.୫୦%ରୁ ବଢ଼ାଇ ସର୍ବାଧିକ ୭.୦୦%କୁ ବୃଦ୍ଧି

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ବୟ ନେଟ୍‌ୱର୍କ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଇ-ଏସ୍‌ସିଏଫ୍ ପାଇଁ ପ୍ରଥମ ଫିନ୍‌ଟେକ୍ ସହଯୋଗୀ ଭାବେ ବୟ ନେଟୱର୍କ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସହଯୋଗିତା ସ୍ଥାପନ କରାଯାଇଛି । ଭାରତରେ ଯୋଗାଣ ଶୃଙ୍ଖଳ ଫାଇନାନ୍ସକୁ ଆଗକୁ ବଢ଼ାଇବାରେ ଏହି ସହଯୋଗିତା ବିଶେଷ ସହାୟକ ହେବ । ଆଇଡିବିଆଇ