ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଆକର୍ଷଣୀୟ ଅଫର ସହ ୧୨୫ତମ ବର୍ଷ ପୂର୍ତି ପାଳନ
୨୦୨୨ ଅକ୍ଟୋବର ୨୫ ପର୍ଯ୍ୟନ୍ତ ୧୨୫ ଭାଗ୍ୟଶାଳୀ ବିଜେତା ଦୈନିକ ୧ ଲକ୍ଷ ଟଙ୍କା ଜିତିପାରିବେ
ଭୁବନେଶ୍ୱର: ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହିତ ଉତ୍ସବ ଋତୁ ଏବଂ ୧୨୫ତମ ବର୍ଷ ପୂର୍ତିକୁ ପାଳନ କରାଯାଉଛି । ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ!-->!-->!-->!-->!-->…