Browsing Tag

BJP

ବିଜେପିର ଏହି ଘୋଷଣା କଂଗ୍ରେସର ଚିନ୍ତା ବଢାଇଦେଇଛି, ଖସିଯ଼ାଇପାରେ ମଧ୍ୟବିତ୍ତ ଶ୍ରେଣୀ ଭୋଟବ୍ୟାଙ୍କ

ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ  । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଏପରି ଘୋଷଣା କରି…

ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ମିିଳିବ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଆସନ ଜିତିବ

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ…

ଏଥର ନିର୍ବାଚନରେ କ’ଣ ଓଡ଼ିଶାବାସୀଙ୍କ ପାଇଁ ଏକ ବିକଳ୍ପ ଆସିଯ଼ାଇଛି  ?

ଭୁବନେଶ୍ୱର  : 2019ର ନିର୍ବାଚନରେ ପୂର୍ବଭାରତର ଦୁଇଟି ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ଆଖି । କାରଣ ଏହି ଦୁଇଟି ରାଜ୍ୟରେ ଦୁଇଟି ଆଞ୍ଚଳିକ ଦଳ (ଯ଼ଥାକ୍ରମେ ବିଜେଡି଼ ଓ ତୃଣମୂଳ କଂଗ୍ରେସ) ବିଗତ ଦୁଇ ଦଶନ୍ଧି ଧରି ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଚ୍ୟାଲେଞ୍ଜ…