ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ
ନୂଆଦିଲ୍ଲୀ - କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି । ଜୁନ୍ ମାସପାଇଁ ଏହି ଅର୍ଥ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା । ଆର୍ଥିକ ସେବା…