Browsing Tag

bhubaneswar

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫ଶହ କୋଟି ଟଙ୍କା ବ୍ୟୟରେ ଏହାକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…

ସାରା ରାଜ୍ୟରେ ପ୍ରଚଣ୍ଡ ଶୀତଲହରୀ -୩୧ ତାରିଖ ପରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୫ଦଶମିକ୍‍ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ତାପମାତ୍ରା ୧୦…

ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି-ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା

ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି କମିଶନରେଟ ପୁଲିସ୍‍ ପକ୍ଷରୁ ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀରେ ୨୪ଘଣ୍ଟିଆ ପଇଁତରା ଲାଗି ୧୫ଟି ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା କିଣାଯିବ ।…

ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ…

ରାଜ୍ୟସରକାର ଲର୍ଣ୍ଣର ଲାଇସେନ୍ସ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି । ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କର ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି । ଏହି ସମୟ ଭିତରେ ସେମାନେ ଡି ଏଲ୍‍ ପାଇଁ ଆବେଦନ…

ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…

ମାଲ୍ୟାଙ୍କ ରାହୁ ମହାଦଶା, ହରାଇଲେ ଲଣ୍ଡନରେ ଥିବା ତାଙ୍କର ସୁନା ଶୌଚାଳୟ ଥିବା କୋଠା

ନୂଆଦିଲ୍ଲୀ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମୟ ଏବେ ଭଲ ଚାଲିନାହିଁ । ବୋଧହୁଏ ରାହୁ ମହାଦଶା ଚାଲିଛି । ଗୋଟିଏ ପଟେ ଭାରତ ସରକାର ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଅନେଇ ବସିଛନ୍ତି । ଅନ୍ୟପଟେ ସେ କୋର୍ଟରେ ବିଭିନ୍ନ ମାମଲା ହାରି ଚାଲିଛନ୍ତି । ଭାରତରେ ବିଭିନ୍ନ ସମ୍ପତ୍ତି ହାରିବା ପରେ…

ଏୟାରସେବା ୨.୦ ଆରମ୍ଭ

ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବେସାମରିକ…

ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ

ନୂଆଦିଲ୍ଲୀ . - ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ…

ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ

ନେଲୋର . - ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା ନେଲୋର ଜିଲାର ସୁଲୁରପେଟ୍ଟା…

ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍‌)

ପୁନେ . - ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍‌ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ…