ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ,ପରୀ ପରିବାର ଉଚିତ ନ୍ୟାୟ ପ୍ରଦାନ ଦାବୀ
ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ,ପରୀ ପରିବାର ଉଚିତ ନ୍ୟାୟ ପ୍ରଦାନ ଏବଂ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଥିବା ସ୍ଥାନୀୟ ବିଧାୟକଙ୍କ ଇସ୍ତଫା ଦାବୀ କରି ବି.ଜେ.ପି. ପକ୍ଷରୁ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ https://www.cialispascherfr24.com/cialis-tarif/ ଚାଲିଥିବା ଗଣଧାରଣା ଆଜି ନବମ ଦିନରେ ପହଞ୍ଚିଛି । ଆଜିର ଏହି ଗଣଧାରଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗଦେଇ କ’ଣପାଇଁ ପରୀ ଘଟଣାର ସି.ବି.ଆଇ. ତଦନ୍ତ ପାଇଁ ରାଜ୍ୟ ସରକାର ରାଜି ହେଉ ନାହାନ୍ତି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଅନ୍ୟପକ୍ଷରେ ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ନୟାଗଡ଼ର ଯଦୁପୁରରୁ ପରୀ ରଥର ଶୁଭାରମ୍ଭ ହୋଇଛି । ଗାଁକୁ ଗାଁ ବୁଲି ପରୀକୁ ନ୍ୟାୟ ଦାବିରେ ଦଳପକ୍ଷରୁ ଲୋକଙ୍କୁ ଅବଗତ କରାଯାଉଛି ।