ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ସାମାନ୍ୟ ହ୍ରାସ-କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ଗତକାଲି ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ସାମାନ୍ୟ ହ୍ରାସ ପାଇଥିଲା । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ ଓ ସୋନପୁରଠାରେ ୪୨ ଦଶମିକ ୫ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ

୫-tସଚିବ ଭି.କେ.ପାଣ୍ଡିଆନ୍‍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ

୫-tସଚିବ ଭି.କେ.ପାଣ୍ଡିଆନ୍‍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରରବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ଥିବା

ଆସନ୍ତା ମେ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ

ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ କାରଣ ଯୋଗୁଁ କେତେକ ସ୍ଥାନରେ ନିର୍ବାଚନ ହୋଇପାରି ନଥିଲା । ସେହିସବୁ ସ୍ଥାନରେ ଆସନ୍ତା ମେ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଏପ୍ରିଲ୍‍ ୨୯ରୁ ମେ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ

ଡା. ନିରଞ୍ଜନ ତ୍ରିପାଠୀ ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍‌ପିଣ୍ଡ, ଫୁସଫୁସ୍‌, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍‌ଟିକ ଅଲ୍‌ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀ​‌େ​‌ର

ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବଭଲ : ପଞ୍ଜିକାରେ କୃଷି ଅଭିବୃଦ୍ଧି ସୂଚନା

ଭୁବନେଶ୍ୱର :ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ପାଳନ ଅବସରରେ ନବ ପଞ୍ଜିକା ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଶନି୧⁄୨ର ମହାଗ୍ରହ ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ବୁଧବାର ନବ ପଞ୍ଜିକା ଶୁଭାରମ୍ଭ

ଖରାଛୁଟି କାଟ କରି ବିଦ୍ୟାର୍ଥୀଙ୍କ ପାଠପଢ଼ା ଭରଣା

ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ସହ ଖରାଦିନିଆ ଛୁଟିହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କି ପ୍ରଭାବ ପଡିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ହୋଇଯାଇଛି । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ

ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର
ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ

ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ବଲାଙ୍ଗିରର ସାଂସଦସଂଗୀତା ସିଂଦେଓ କଂଟାବାଂଜୀଠାରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଂଟାବାଂଜୀ ବିଧାୟକ ସନ୍ତୋଷ ସିଂହସାଲୁଜା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ବାରିପଦାଠାରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୬ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ କାଳବୈଶାଖୀ ସମ୍ଭାବନା ନେଇ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଜଣାପଡିଛି । ଆଞ୍ଚଳିକପାଣିପାଗ

ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ

ରାଜ୍ୟରେ ଥିବା ଏକକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏଣିକି ସେହି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏକକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଓଡ଼ିଶା ଶିକ୍ଷା ସେବା

ଆମପୃଥିବୀ, ଆମ ସ୍ୱାସ୍ଥ୍ୟ – ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି

ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ