ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି

ଅଗ୍ନିଶମ ନିରାପତ୍ତା ଆଇନ୍‍-୨୦୧୭କୁ କଡାକଡି ପାଳନ କରିବା ପାଇଁ ବିଭାଗୀୟ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗତକାଲି କଟକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି-କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ସୋନପୁରଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଥିଲା । ଏଥିସହ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର

ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା…

ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା ଖୋର୍ଦ୍ଧାର ବରୁଣେଇଠାରେ ଆଇଆଇଜି କ୍ରିକେଟ୍‍ ଏକାଡେମୀ ଆରମ୍ଭ କରାଯିବ । ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଏହା ଖୋଲିବାର ସମ୍ଭାବନା ରହିଛି । ଗତକାଲି ଭାରତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସକପ୍‍ ଟ୍ରଫି ହାସଲ କରି ଇତିହାସ ରଚନା କରିଥିବା ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସକପ୍‍ ଟ୍ରଫି ହାସଲ କରି ଇତିହାସ ରଚନା କରିଥିବା ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍ ଟିମ୍‍ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଭାରତର ଏହି ଚମକ୍ରାର ବିଜୟକୁ କ୍ରୀଡ଼ା ବିଶ୍ଳେଷଣକାରୀମାନେ

ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କର ନବମ ଅବତାର ବୋଲି ଗ୍ରହଣ କରାଯାଇଛି

ଆଜି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି । ଆଜିର ଦିନରେ ଗୌତମବୁଦ୍ଧ ବୋଧଗୟାର ମହାବୋଧୀ ବୃକ୍ଷତଳେ ନିର୍ବାଣପ୍ରାପ୍ତ ହୋଇଥିଲେ । ଯୁବରାଜ ସିଦ୍ଧାର୍ଥ ଗୌତମ ନାମରେ ଜନ୍ମଗ୍ରହଣ କରିଥିବା ଭଗବାନ ବୁଦ୍ଧ ନେପାଳର ଲୁମ୍ବିନିରେ ପୂର୍ଣ୍ଣିମା ତିଥିରେ ରାଣୀ ମହାମାୟା ଦେବୀଙ୍କ କୋଳରେ ଆର୍ବିଭାବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ…

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ କିଙ୍ଗ୍‍ଷ୍ଟନ୍‍ରେ ଯାଇ ଆଜି ବଡ଼ି ଭୋର୍‍ରୁ ପହଞ୍ଚିଛନ୍ତି । ଜାମାଇକାର ଗଭର୍ଣ୍ଣର ଜେନେରାଲ୍‍ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ । ସେଠାରେ ପହଞ୍ଚିବା ପରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ । ନେପାଳ ପ୍ରଧାନମନ୍ତ୍ରୀ ଶେର୍‍ ବାହାଦୂର ବେଓବାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ସେଠାକୁ ଯାଉଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ମାୟାଦେବୀ

ଜାତୀୟ ସବ୍‍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ
ପଦକ ହାସଲ

ଜାତୀୟ ସବ୍‍ଜୁନିୟର ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବୋଞ୍ଜ ପଦକ ହାସଲ କରିଛି । ଗୋଆଠାରେ ଅନୁଷ୍ଠିତ ଖେଳରେ ଗତକାଲି ଓଡ଼ିଶା ଦଳ ହରିଆଣାକୁ ୫-୨ ଗୋଲ୍‍ରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ରୋହିତ ସିଂ ୨ଟି ଗୋଲ୍‍ ସ୍କୋର କରିଥିଲେ । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ଉତ୍ତରପ୍ରଦେଶ ଝାଡ଼ଖଣ୍ଡକୁ

ଆଜି ବୁଦ୍ଧ ପୂର୍ଣ୍ଣିମା ହୋଇଥିଲ ଏହି ସବୁ ମହାନ ଘଟଣା

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ । ଏଥିସହ ଏହିଦିନ ମଧ୍ୟ ଗୌତମବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କରିବା ସହ ମୋକ୍ଷପ୍ରାପ୍ତ କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା

ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି
ବଢ଼ାଇବ

ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବଢ଼ାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନସରକାରୀ ଓ ବେସରକାରୀ ସ୍କୁଲ୍‍ରେ ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ ପ୍ରତିଷ୍ଠା କରାଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର