ସରକାର କ୍ୟାଣ୍ଟନମେଣ୍ଟ୍‍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି

ସରକାର କ୍ୟାଣ୍ଟନମେଣ୍ଟ୍‍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍‍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍‍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ

ଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ

ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ କରାଯାଇଛି । ୨୦୦୧ ମସିହା ମେ ମାସଠାରୁ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ ଶତକଡ଼ା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍‍ର ଗାନ୍ଧିନଗରଠାରେ ଭାରତର
ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍‍ ଏକ୍ସଚେଞ୍ଜ୍‍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତ୍‍ର ଗାନ୍ଧିନଗରଠାରେ ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିୟନ୍‍ ଏକ୍ସଚେଞ୍ଜ୍‍ର ଶୁଭାରମ୍ଭ କରିଛନ୍ତି । ଗୁଜୁରାତ୍‍ ଇଣ୍ଟରନ୍ୟାସନାଲ୍‍ ଫାଇନାନ୍ସ ଟେକ୍‍ ସିଟିଠାରେ ଏହାକୁ ସ୍ଥାପନ କରାଯାଇଥିଲା । ସେ ମଧ୍ୟ NSE IFSC-SGX C ଶୁଭାରମ୍ଭକରିଛନ୍ତି ଓ

ଶ୍ରୀମତି ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ – ଜାଣନ୍ତୁ କିଏ କହିଛନ୍ତି କଅଣ

ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ମନ୍ତ୍ରୀଗଣ ଓ ମୁଖ୍ୟମନ୍ତ୍ରୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ

ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ମୁର୍ମୁଙ୍କୁ ମିଳିଛି ଏତିକି ଭୋଟ୍‌

ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଧିକାରୀ ଓ ରାଜ୍ୟସଭା ମହାସଚିବ ପି.ସି. ମୋଡ଼ି ଭୋଟ ଗଣତି ପରେ ସେ ନିର୍ବାଚିତ ହୋଇଥିବା କଥା ଗତକାଲି ସନ୍ଧ୍ୟାରେ ଘୋଷଣା କରିଥିଲେ । ଶ୍ରୀମତୀ ମୁର୍ମୁ ଶତକଡ଼ା ୬୪ ଭାଗ ଭୋଟ

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ମୌସୁମୀ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ,

ଓଡ଼ିଶାରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ନାମଲେଖା ପାଇଁ ଗତକାଲିଠାରୁ ଆବେଦନ ଆରମ୍ଭ ହୋଇଛି । ସାମ୍‍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଅଗଷ୍ଟ ୧୦ତାରିଖ ଯାଏଁ ଜାରି ରହିବ । ସୂଚନା ଅନୁସାରେ ପ୍ରଥମ ଦିନରେ ରାତି

ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି
ସରକାର ‘ସବ୍‍କା ସାଥ୍‍, ସବ୍‍କା ବିକାଶ,

ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ‘ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଏବଂ ସବ୍‍କା ପ୍ରୟାସ’ର ମନ୍ତ୍ର ସହିତ କାର୍ଯ୍ୟ କରୁଛି । ସେ କହିଛନ୍ତି, ଦଳ ଓ ଦଳ ନେତୃତ୍ୱାଧୀନ ସରକାର ଏହାକୁ କାୟମନୋବାକ୍ୟର ସହ ପାଳନ କରୁଛନ୍ତି ।

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‍- ଏବେ ଭୋଟିଂରେ ଶୀର୍ଷରେ

ବ୍ରିଟେନ୍‍ର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଋଷି ସୁନକ୍‍ ଗତକାଲି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୧୧୮ ଜଣ ସାଂସଦଙ୍କର ସମର୍ଥନ ହାସଲ କରି କଞ୍ଜର୍‍ଭେଟିଭ୍‍ ପାର୍ଟିର ଆଗାମୀ ନେତା ହେବାପାଇଁ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଏବେ ଶେଷ ପର୍ଯ୍ୟାୟରେ

ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର
ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ

ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଗତକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀଲଙ୍କା ବାଚସ୍ପତି ଏ ବିଷୟ ଜଣାଇଛନ୍ତି । ରାନୀଲ ବିକ୍ରମା ସିଂଘେ ୧୩୪ଟି ଭୋଟ୍‍