Sign in
Sign in
Recover your password.
A password will be e-mailed to you.
ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳିର ଅବ୍ୟବହିତ ପୂର୍ବରୁ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧଦୀପୋତ୍ସବରେ ଅଂଶଗ୍ରହଣ କରିବେ । ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ପ୍ରଥମଥରଲାଗି!-->…
ଏସ୍ବିଆଇ ଲାଇଫ୍ର ସ୍ତନ କର୍କଟ ସଚେତନତା ଅଭିଯାନ “ଥାଙ୍କ୍ସ ଏ ଡଟ୍”
ଭୁବନେଶ୍ୱର: ଅକ୍ଟୋବରକୁ ଆନ୍ତର୍ଜାତିକ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଏସ୍ବିଆଇ ଲାଇଫ୍ ପକ୍ଷରୁ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି “ଥାଙ୍କସ୍ ଏ ଡଟ୍” ନାମକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଭାରତରେ ଏହା ଏକ ବ୍ୟାପକ କ୍ୟାସନର ରୋଗରେ ପରିଣତ!-->…
ରେପ୍ସଲ୍ ହୋଣ୍ଡା ଟିମ୍ର ଚାଳକ ମାର୍କ ମାକ୍ୱେର୍ଜ୍ଙ୍କ ୧୦୦ତମ ପୋଡିୟମ୍ ଫିନିସ୍
ଭୁବନେଶ୍ୱର: ନିଜ ଶେଷ ରେସ୍ର ଦୀର୍ଘ ୩୫୭ ଦିନ ପରେ ରେପ୍ସଲ୍ ହୋଣ୍ଡା ଟିମ୍ର ପ୍ରମୁଖ ଚାଳକ ମାର୍କେ ମାକ୍ୱେର୍ଜ୍ ୧୦୦ତମ ପ୍ରିମିୟର ଶ୍ରେଣୀର ପୋଡିୟମ୍ ଫିନିସ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱର ଚତୁର୍ଥ ଚାଳକ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଅଷ୍ଟ୍ରେଲିଆନ୍!-->…
ଏସ୍ବିଆଇ ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ
ଭୁବନେଶ୍ୱର: ଭାରତର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠି (ଏଏଫ୍ବିସିଡବ୍ଲୁଏଫ୍)କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଯୁଦ୍ଧ ବା ଲଢ଼େଇ ସମୟରେ ଆହତ ହୋଇଥିବା ସଶସ୍ତ୍ର ସେନା ଯବାନ ଓ ସେମାନଙ୍କ!-->…
ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆ ସୋ’ରୁମ୍ର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍କୁ ଖୋଲି ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି । ଗହଣା ପ୍ରେମୀଙ୍କ ପାଇଁ ଆକର୍ଷଣୀୟ ଉଦଘାଟନୀ ଅଫର ସହିତ ୨୦୨୨ ଅକ୍ଟୋବର ୧୬ (ରବିବାର) ଦିନ ପୂର୍ବାହ୍ନ!-->…
ଉତ୍ସବ ଋତୁରେ ଡିସିବି ସୁରକ୍ଷା ଫିକ୍ସଡ୍ ଡିପୋଜିଟ୍ ଦେଉଛି ଉଭୟ ଅର୍ଥ ଓ ଜୀବନର ପ୍ରତିଶ୍ରୁତି
ଭୁବନେଶ୍ୱର: ଡିସିବି ସୁରକ୍ଷା ଏଫ୍ଡି ପୁଣି ଥରେ ପ୍ରତ୍ୟାବର୍ତନ କରିଛି । ଏହି ଉତ୍ସବ ଋତୁରେ ତାହା ଗ୍ରାହକମାନଙ୍କୁ ଅଧିକ ସଂଚୟ ଓ ଅଧିକ ଆୟ କରିବାର ସୁଯୋଗ ପ୍ରଦାନ କରିବ । ସୁରକ୍ଷା ଏଫ୍ଡିରେ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ମାଗଣାରେ ଜୀବନ ବୀମା ପ୍ରଦାନ କରାଯାଉଛି । ଡିସିବି!-->…
ପ୍ରଥମ ଶ୍ରେଣୀ ସହରର ୫୦% ଲୋକ ସୁନାରେ ନିବେଶ କରୁଛନ୍ତି, ୩୮%ଙ୍କ ପସନ୍ଦ ଡିଜିଟାଲ୍ ସୁନା: ଆକ୍ସିସ୍ ମାଇଁ ଇଣ୍ଡିଆଜ୍…
ଭୁବନେଶ୍ୱର: ଅଗ୍ରଣୀ ଗ୍ରାହକ ତଥ୍ୟ ଇଟେଂଲିଜେନ୍ସ କଂପାନି ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷଯରୁ ଭାରତର ନିବେଶ ବ୍ୟବହାର ରିପୋର୍ଟକୁ ଉନ୍ମୋଚନ କରାଯାଇଛି । ନିବେଶର ବିଭିନ୍ନ ମାଧ୍ୟମ, ସେଥିପ୍ରତି ରହିଥିବା ପ୍ରତିବନ୍ଧକ ଏବଂ ନିବେଶ ନିଷ୍ପତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା!-->…
ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ
ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର!-->…
ଏସ୍ବିଆଇର ଆବାସିକ ଗୃହ ଋଣ ୬ ଲକ୍ଷ କୋଟି ଟଙ୍କା ଟପିଲା, ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା
ଭୁବନେଶ୍ୱର: ଦେଶର ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆବାସିକ ଗୃହ ଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଂଟକୁ ପାଳନ କରିବା ଓ ଉତ୍ସବକୁ ସ୍ୱାଗତ କରିବା ଲାଗି ଏସ୍ବିଆଇ ପକ୍ଷରୁ ଗୃହ ଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା!-->…
ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି
ଭୁବନେଶ୍ୱର: ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍କୁ ମୂଳମନ୍ତ୍ର କରିଥିବା ସାର୍ବଜନୀନ ବ୍ୟାଙ୍କ୍ ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ଦାଦା ଭାବେ ପରିଚିତ ଏବଂ ଭାରତୀୟ କ୍ରିକେଟ୍ ଦଳର!-->…