Sign in
Sign in
Recover your password.
A password will be e-mailed to you.
ଜାଗଲ୍ ପ୍ରିପେଡ୍ ଓସନ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଖର୍ଚ୍ଚ ପରିଚାଳନା କ୍ଷେତୟର ଅଗ୍ରଣୀ ସଂସ୍ଥା ଜାଗଲ୍ ପ୍ରିପେଡ୍ ଓସନ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି ।ଏହି ସଂସ୍ଥା ଆର୍ଥିକ ପ୍ରଯୁକ୍ତି ଓ ସେବା!-->…
ସିଡ୍ବି ମେଂଟରସିପ୍ରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଅନଲାଇନ୍ ପିଏସ୍ବି ଲୋନ୍ସ ଲିମିଟେଡ୍ ସହଯୋଗିତାରେ…
ଭୁବନେଶ୍ୱର: ଏମ୍ଏସ୍ଏମ୍ଇ ଋଣ ପୋର୍ଟଫୋଲିଓକୁ ନିରନ୍ତର ଭାବେ ବଢ଼ାଇବାରେ ବ୍ୟାଙ୍କ ଓ ଆର୍ଥିକ ଅନୁ୍ଷ୍ଠାନଗୁଡ଼ିକୁ ସାହାଯ୍ୟ କରିବା ସହ ଋଣ ପାଉନଥିବା ଏମ୍ଏସ୍ଏମ୍ଇଙ୍କ ପାଖରେ ଫାଇନାନ୍ସ ପହଂଚାଇବା ଲାଗି ନିଜର ରହିଥିବା ଲକ୍ଷ୍ୟକୁ ସାକାର କରିବା ପାଇଁ ସିଡ୍ବିର ମେଂଟରସିପ୍ ଓ ଅନଲାଇନ୍!-->…
କ୍ରୋମା ପକ୍ଷରୁ ପଟିଆରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଭୁବନେଶ୍ୱରରେ ସମ୍ପ୍ରସାରଣ
ଭୁବନେଶ୍ୱର: ଟାଟା ଗ୍ରୁପ୍ର ସଂସ୍ଥା ତଥା ଭାରତର ପ୍ରଥମ ଓ ବିଶ୍ୱାସନୀୟ ଓମ୍ନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଭୁବନେଶ୍ୱରର ଆବାସିକ ଏବଂ କର୍ପୋରେଟ୍ ଅଂଚଳ ଭାବେ ଜଣାଶୁଣା ପଟିଆରେ ନୂଆ ଷ୍ଟୋର୍ ଖୋଲାଯାଇଛି । ପଟିଆର କାନନ ବିହାର ସ୍ଥିତ ଗାୟତ୍ରୀ ବିହାରର ବିଗ୍!-->…
ପ୍ରତିରକ୍ଷା ପେନ୍ସନ୍ଭୋଗୀଙ୍କ ପାଇଁ ସ୍ପର୍ଶ ସେବା କେନ୍ଦ୍ର ସ୍ଥାପନ କରିବାକୁ ବନ୍ଧନ ବ୍ୟାଙ୍କ ପକ୍ଷରୁ ଭାରତ…
ଭୁବନେଶ୍ୱର: ପ୍ରତିରକ୍ଷା ପେନ୍ସନଭୋଗୀ ଓ ସେମାନଙ୍କ ପରିବାରକୁ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର କଂଟ୍ରୋଲର ଜେନେରାଲ ଅଫ୍ ଡିଫେନ୍ସ ଆକାଉଂଟ୍ସ ସହ ବନ୍ଧନ ବ୍ୟାଙ୍କ ପକ୍ଷରୁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି ।ବ୍ୟାଙ୍କ!-->…
କଲ୍ୟାଣ ଜୁଏଲର୍ସର ୨୦୨୩ରେ ୫୨ ସପ୍ତାହରେ ୫୨ ନୂଆ ଷ୍ଟୋର ଖୋଲିବା ଲକ୍ଷ୍ୟ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ୨୦୨୩ରେ ୫୨ ସପ୍ତାହରେ ୫୨ଟି ନୂଆ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଜରିଆରେ କଂପାନି ଏହାର ଉପସ୍ଥିତିରେ ୩୦% ବୃଦ୍ଧି ଆଣିବ । ୨୦୨୩ରେ କଂପାନି ମୁଖ୍ୟତଃ ଅଣ ଦକ୍ଷିଣ ଭାରତୀୟ ଅଂଚଳରେ ସମ୍ପ୍ରସାରଣ ଉପରେ!-->…
ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ି ହେଲା ସୁବର୍ଣ୍ଣରେଖା ବନ୍ଦର, ବାଲେଶ୍ୱରରେ କାର୍ଯ୍ୟକ୍ରମର…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) । ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନେ୍ଦ ଓ ବାଲେଶ୍ୱରର!-->…
ମାନସିକ ସ୍ୱାସ୍ଥ୍ୟକୁ ନେଇ ମେଡିକ୍ସ ଗ୍ଲୋବାଲ୍ ଓ ଏମ୍ପାୱାର ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଏଜୁକେସନ ଟ୍ରଷ୍ଟର ଏକ ଅଭିଯାନ ତଥା ଡକ୍ଟର ନୀର୍ଜା ବିର୍ଲାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏମ୍ପାୱାର ପକ୍ଷରୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପରିଚାଳନା କଂପାନି ମେଡିକ୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ମେଡିକ୍ସ ଗ୍ଲୋବାଲ୍!-->…
ରୁଙ୍ଗ୍ଟା ମାଇନ୍ସ ପକ୍ଷରୁ ଓୟାର୍ ରଡ୍ ମିଲ୍ କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଖଣି ଓ ଇସ୍ପାତ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ଝାଡ଼ଖଣ୍ଡର ଚାଲିୟାମା ଇସ୍ପାତ କାରଖାନାରେ ରୁଙ୍ଗ୍ଟା ଷ୍ଟିଲ ଓୟାର୍ ରଡସ୍ ମିଲ୍କୁ କାର୍ଯ୍ୟକ୍ଷମ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି ।ଓୟାର୍ ରଡ୍ ମିଲ୍କୁ କାର୍ଯ୍ୟକ୍ଷମ!-->…
ଇଣ୍ଡେଜିନି ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଲାଇଫ୍ ସାଇନ୍ସ ଶିଳ୍ପ ଉପରେ ଗୁରୁତ୍ୱାରୋପ କରୁଥିବା କଂପାନି ଇଣ୍ଡେଜିନି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାିଛି ।କଂପାନିର ଇନିସିଆଲ ପବ୍ଲି୍କ ଅଫରିଂ (ଆଇପିଓ)ର ଆକାର ହେଉଛି!-->…
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ
ରାୟଗଡ଼ାର ୩୫୦୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀ ଶିଖିଲେ କିଭଳି ସଡ଼କରେ ସୁରକ୍ଷିତ ରହିହେବରାୟଗଡ଼ା: ଏକ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ଲାଗି ଲୋକମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ!-->…