ଜେ ଏନ୍ ଟାଟା: ଏକ ସ୍ୱାବଲମ୍ବୀ ଦେଶ ଗଠନର ଦୂରଦ୍ରଷ୍ଟା

ଜେ ଏନ୍ ଟାଟାଙ୍କ ୧୮୪ତମ ଜୟନ୍ତୀ ଅବସରରେଭୁବନେଶ୍ୱର: ଭାରତୀୟ ଶିଳ୍ପ କ୍ଷେତ୍ରରେ କିଛି ହାତଗଣତି ଦୂରଦ୍ରଷ୍ଟା ରହିଛନ୍ତି ଯେଉଁମାନେ ଭାରତରେ କେବଳ ଶିଳ୍ପ କ୍ଷେତ୍ରର ଶୁଭାରମ୍ଭ କରିନାହାନ୍ତି ବରଂ ସାମାଜିକ ବିକାଶ ଏବଂ ଦାତବ୍ୟ କାର୍ଯ୍ୟ କରିବାର ମୂଳଦୁଆ ମଧ୍ୟ ସ୍ଥାପନ କରିଛନ୍ତି

ଟିପିଏସ୍‌ଓଡିଏଲ୍‌ର ମହିଳା ଟେକ୍ନିସିଆନ୍‌ମାନେ ଗ୍ରାହକଙ୍କ ପାଇଁ ତ୍ରୁଟିହୀନ ମିଟର ସୁନିଶ୍ଚିତ କରୁଛନ୍ତି

ଭୁବନେଶ୍ୱର: ଏଥର ଆନ୍ତର୍ଜାତିକ ମହିଳା ଦିବସରେ ଲିଙ୍ଗଗତ ସମାନତା ପାଇଁ “ଡିଜିଟାଲ୍‌: ନବସୃଜନ ଓ ପ୍ରଯୁକ୍ତି’ ବିଷୟବସ୍ତୁ ପ୍ରତି ବିଶ୍ୱ ପ୍ରତିବଦ୍ଧ ହେବ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ଲିଙ୍ଗ ସମାନ ଡିଜିଟାଲ୍ ନବସୃଜନ ଓ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବ । ମାତ୍ର,

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ସେନା ନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ ସ୍ଥାନୀୟ ଯୁବବର୍ଗଙ୍କୁ ସମ୍ବୋଧନ କଲେକଳିଙ୍ଗନଗର: ଯାଜପୁରର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍‌ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଏକ ସଚେତନତା ଅଧିବେଶନ ଆୟୋଜନ

ବିଶ୍ୱସ୍ତରରେ ଟିଭିଏସ୍ ଆପାଚି ବିକ୍ରିି ୫ ନିୟୁତ ମାଇଲଖୁଂଟ ଟପିଲା

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନିର ପ୍ରିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଟିଭିଏସ୍ ଆପାଚି ସିରିଜ୍‌ର ବିକ୍ରି ବିଶ୍ୱସ୍ତରରେ ପାଂଚ ନିୟୁତ ମାଇଲ୍‌ଖୁଂଟ ଅତିକ୍ରମ କରିଛି । ୨୦୦୫ରେ ଉନ୍ମୋଚିତ ହୋଇଥିବା ଏହି ବ୍ରାଣ୍ଡ୍‌ର ଉପସ୍ଥିତି ୬୦ରୁ ଅଧିକ ଦେଶରେ ରହିଛି । ସମଗ୍ର ବିଶ୍ୱରେ ଆପାଚି ଦ୍ରୁତ

ଏସ୍‌ବିଆଇ ପକ୍ଷରୁ ଐତିହାସିକ ୧ ବିଲିଅନ୍ ଡଲାର ସିଣ୍ଡିକେଟେଡ୍ ସାମାଜିକ ଋଣ ପ୍ରଦାନ

ଭୁବନେଶ୍ୱର: ଭାରତର ସର୍ବବୃହତ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ୧ ବିଲିଅନ୍ ଡଲାର ସିଣ୍ଡିକେଟ୍ ଋଣ ପ୍ରଦାନ କରିଛି । ଏସ୍‌ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର କାରଣ ଏହା ହେଉଛି ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳର ସର୍ବବୃହତ ଇଏସ୍‌ଜି ଋଣ

ଟିପିସିଓଡିଏଲ୍ ପକ୍ଷରୁ ଅନୁଗୁଳରେ ନୂଆ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

ଅନୁଗୁଳ: ଗ୍ରାହକଙ୍କୁ ଉତମ ସେବା ପ୍ରଦାନ କରିବା ଓ ବିଦ୍ୟୁତ୍ ସୁରକ୍ଷାର ଏକ ସଂସ୍କୃତି ଜାଗ୍ରତ କରିବା ଲାଗି ନିଜର ଏବଂ ବ୍ୟବସାୟ ସହଯୋଗୀଙ୍କ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବାର ଅଭିଯାନ ଅଧୀନରେ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା

ଟାଟା ଏଆଇଏ ପକ୍ଷରୁ ଏହାର ପ୍ରଥମ ହିନ୍ଦୀ ୱେବସାଇଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା ସଂସ୍ଥା ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ ଏହାର ସର୍ବପ୍ରଥମ ହିନ୍ଦୀ ୱେବସାଇଟ୍‌ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ସହିତ ଗ୍ରାମୀଣ ଭାରତରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କୁ ଏଭଳି ଏକ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଏବେ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସାର୍ଟିଫାଏଡ୍‌

ଭୁବନେଶ୍ୱର: ୨୦୨୩ ଜାନୁଆରିରୁ ୨୦୨୪ ଜାନୁଆରି ପର୍ଯ୍ୟନ୍ତ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ “ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ସାର୍ଟିଫାଏଡ୍ ହୋଇଛି । ପାଚଂ ଦଶନ୍ଧିରୁ ଅଧିକ ଇତିହାସ ଥିବା ସର୍ବଭାରତୀୟ ଗହଣା ପ୍ରତିଷ୍ଠାନ ତଥା ପୂର୍ବ ଭାରତର ଅଗ୍ରଣୀ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଆଣ୍ଡ୍

ଶ୍ରୀମତୀ ସୁଲୋଚାନା ଦାସ, ମାନ୍ୟବର ମେୟର, ବିଏମସି ଓଡିଶାରେ ସୁଇଚ୍ଅନ୍ ଫାଉଣ୍ଡେସନ୍ ଓ ପ୍ରେରଣା ଅନୁଷ୍ଠାନର ସହଯୋଗରେ…

ସୁଇଚ୍ଅନ୍ ଫାଉଣ୍ଡେସନ୍ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ଭବିଷ୍ୟତକୁ ଏକ ମାନଚିତ୍ର ମାଧ୍ୟମ ରେ ସମାଧାନ ପାଇଁ ଯୁବ ନାଗରିକ ଜୁରିର ଆୟୋଜନ କରିଛନ୍ତି |ଭୁବନେଶ୍ୱର: ଶ୍ରୀମତୀ ସୁଲୋଚାନା ଦାସ, ମାନ୍ୟବର ମେୟର, ବିଏମସି ଓଡିଶାରେ ସୁଇଚ୍ଅନ୍ ଫାଉଣ୍ଡେସନ୍ ଏବଂ ପ୍ରେରଣା ଅନୁଷ୍ଠାନର

ଇସ୍ପୋର୍ଟସ୍ କ୍ଷେତ୍ରରେ ପ୍ରବେଶ କଲା ୱି; ଗ୍ରାହକଙ୍କୁ ଇ-ସ୍ପୋର୍ଟସ୍ ଟୁର୍ଣ୍ଣାମେଂଟ୍ ଖେଳିବା ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ ଅପରେଟର୍ ଭୋଡାଫୋନ୍ ଆଇଡିଆ (ୱି) ପକ୍ଷରୁ ୱି ଗେମ୍‌ସକୁ ସଫଳତାର ସହ ଶୁଭାରମ୍ଭ କରିବା ପରେ ମୋବାଇଲ୍ ଗେମିଂ କାଟେଲଗ୍‌କୁୁ ଇସ୍ପୋର୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏଥିପାଇଁ କଂପାନି ଇସ୍ପୋର୍ଟସ୍ ଷ୍ଟାର୍ଟଅପ୍ ଗେମର୍‌ଜୀ ସହିତ ସହଯୋଗିତା