ଶୁକ୍ରବାରଠାରୁ ଆରମ୍ଭ ହେବ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩

ତିନି ଦିନରେ ଷ୍ଟାର୍ଟଅପ୍ ଯାତ୍ରା ୩୯ଟି ଶିକ୍ଷାନୁଷ୍ଠାନରରେ ପହଁଚି, ୩୬୦ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛିଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା

ଦ୍ୱିତୀୟ ଦିନରେ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି ଷ୍ଟାର୍ଟଅପ୍ ଓଡ଼ିଶା

ଦ୍ୱିତୀୟ ଦିନରେ ଯାତ୍ରା ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ ସହ ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ପ୍ରଥମ ଦିନରେ ଯାତ୍ରା ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ

ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍

ଠାକୁର ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ପାଳିତ

ପୁରୀ : ନୀଳାଚଳ ସାରସ୍ୱତ ସଂଘ ପୁରୀ ଆନୁକୂଲ୍ୟରେ ଶ୍ରୀଶ୍ରୀ ଠାକୁର ପରମହଂସ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୪୪ ତମ ଶୁଭ ଜନ୍ମୋତ୍ସବ ଓ ସଂଘର ୯୦ତମ ସ୍ୱନକ୍ଷେତ୍ର ଦିବସ ମହାସମାରୋହରେ ଗତ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ପହିଲାରେ ଦୁଇ ଦିନ ଧରି ପାଳିତ ହୋଇଯାଇଛି । ଏହି ଅବସରରେ ନିଗମାନନ୍ଦ

ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩

ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ ପ୍ରସ୍ତୁତ କରିଛି ଭୁବନେଶ୍ୱର ରୋଡ୍‌ଶୋ’ ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍‌ଆଇଏସ୍‌) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍‌ଓପିଏସ୍‌ଡବ୍ଲ୍ୟୁ) ଏବଂ

ସ୍ଲିପ୍‌ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ

୩ଡି ଏଣ୍ଡୋସ୍ପାଇନ୍ ସର୍ଜିରୀ ଖୁବ୍ କମ୍ ଯନ୍ତ୍ରଣା ସହ ସ୍ଲିପ୍‌ଡ ଡିସ୍କ, ସାୟାଟିକାର ଚିକିତ୍ସା କରିଥାଏ: ବିଶେଷଜ୍ଞ ଭୁବନେଶ୍ୱର : ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍‌ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ସହ

ଅଗଷ୍ଟ ୨୫ରେ ଆୟୋଜିତ ହେବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’

ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏହି ସମ୍ମିଳନୀର ଆୟୋଜନ କରାଯିବ ଭୁବନେଶ୍ୱର : ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ

ଭୁବନେଶ୍ୱରରେ ମର୍ସିଡିଜ୍‌-ବେଞ୍ଜ୍‌ ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର

ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ

ଏଠାରେ ହାଇସ୍ପିଡ୍‌, ଲୋ-ସ୍ପିଡ୍ ଇଭି ମଡେଲ୍‌ଗୁଡିକର ରେଞ୍ଜ ଉପଲବ୍ଧ ହେବ ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍‌ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍‌ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ