Sign in
Sign in
Recover your password.
A password will be e-mailed to you.
ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ
ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡାଇରେକ୍ଟରେଟ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଙ୍ଗ, ଓଡ଼ିଶାର ଏକ ମିଳିତ ପଦକ୍ଷେପରେ ଆଜି!-->…
ଇଣ୍ଡସ ଆପଷ୍ଟୋରରେ ଯୋଗଦେଲେ ପ୍ରମୁଖ ଗେମ ଡେଭଲପର
ଭୁବନେଶ୍ୱର: ଭାରତର ନିଜସ୍ୱ ଆଣ୍ଡ୍ରଏଡ୍ ଭିତିକ ମୋବାଇଲ୍ ଆପ୍ ଷ୍ଟୋର୍ ଇଣ୍ଡସ୍ ଆପ୍ଷ୍ଟୋର ଅଗ୍ରଣୀ ଗେମ୍ ଡେଭଲପର୍ସଙ୍କ ଯୋଗଦାନ ଘୋଷଣା କରିଛି, ଯାହା ସାରା ଦେଶରେ ଉପଭୋକ୍ତାଙ୍କ ପାଇଁ ଗେମିଂ ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିଛି । ଡ୍ରିମ୍ ୧୧, ନାଜାରା ଟେକ୍ନୋଲୋଜି, ଏ୨୩, ଏମପିଏଲ,!-->…
ଇନଫୋଭ୍ୟାଲି , ଖୋର୍ଦ୍ଧା ଠାରେ ଏମଏନଆଇଏମଏସ୍ ଏବଂ ଅନ୍ୟ ଶିକ୍ଷା ଭିତ୍ତିଭୂମି ନିର୍ମାଣ ନିମନ୍ତେ ଏସଭିକେଏମ ଓ…
ଭବିଷ୍ୟତ ପାଇଁ ଏକ ସଶକ୍ତ ଓ ସୁଦୃଢ ଶିକ୍ଷା ବ୍ୟବସ୍ଥାର ଐତିହାସିକ ସହଭାଗିତା
ଗୁଣାତ୍ମକ ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି , ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ!-->!-->!-->!-->!-->…
ଓଡ଼ିଶା ମିଲେଟସ୍ ମିଶନକୁ ‘ମିଲେଟସ୍ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍’ ପୁରସ୍କାର
ହାଇଦ୍ରାବାଦ/ଭୁବନେଶ୍ୱର, ୨୮/୧୧/୨୦୨୩ -ଓଡ଼ିଶା ମିଲେଟସ୍ ମିଶନକୁ ‘ମିଲେଟସ୍ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍’ ପୁରସ୍କାର ମିଳିଛି । ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମିଲେଟସ୍ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଅବସରରେ!-->…
ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରାଯାଉଛି:ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ସ୍ୱାଇଁ
୪ ବର୍ଷରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ୫୮ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର: ସଂପ୍ରତି ଓଡ଼ିଶା ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଓଡ଼ିଶା ପୋଲଟି୍ର ନୀତି-୨୦୧୫ ଅନୁଯାୟୀ ଅଣ୍ଡା ଉତ୍ପାଦନ, କୁକୁଡ଼ା ଫାର୍ମରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରିକ ପ୍ରୟୋଗ ଏବଂ ଭିତ୍ତିଭୂମିରେ!-->!-->!-->…
ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍ ସମିଟ୍ ଆୟୋଜିତ
ଭୁବନେଶ୍ୱର: ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ଓ ଦି ଇଣ୍ଡସ୍ ଏଂଟ୍ରପ୍ରେନ୍ୟୋର୍ସ (ଟାଇ ଦିଲ୍ଲୀ-ଏନ୍ସିଆର୍) ଏକ ବିସ୍ତୃତ ସହଭାଗିତାରେ ଲିପ୍ ଆହେଡ୍ ଅଭିଯାନକୁ ଭୁବନେଶ୍ୱର ଆଣିଛନ୍ତି । ଟାଇ ଦିଲ୍ଲୀ-ଏନ୍ସିଆର୍ ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍!-->…
କାର୍ତିକ ଯାତ୍ରାରେ ପୁରୀରେ ଏକାଠି ହୋଇଛନ୍ତି ବିଶ୍ୱବ୍ୟାପୀ ହଜାର ହଜାର ଭକ୍ତ
ଭୁବନେଶ୍ୱର : ଏଚ୍.ଏଚ୍. ରାଧାନାଥ ସ୍ୱାମୀଙ୍କ ନେତୃତ୍ୱରେ ଇସ୍କନ ଗିର୍ଗାଓ ଚୌପାଟି ମନ୍ଦିର, ଏହାର ବାର୍ଷିକ କାର୍ତିକ ଯାତ୍ରା ସମ୍ପନ୍ନ କରିଛି । ଏହା ହେଉଛି ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରା ଯାହା ବିଶ୍ୱର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କୁ ଏକତ୍ରିତ କରିଛି । ଚଳିତ ବର୍ଷ ଏହି!-->…
ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ
ଭୁବନେଶ୍ଵର ୨୩/୧୧ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ସଂସ୍କୃତି ଭବନ ପରିସରରେ ପାଳନ କରାଯାଇଛି Iଶ୍ରାଦ୍ଧ ଦିବସ ଅବସରରେ ବିଶିଷ୍ଟ କଳା ଐତିହାସିକ ତଥା ବିଭୁତି କାନୁନଗୋ ଚାରୁ ଓ କାରୁ!-->…
ଭାରତରେ ଗେମିଙ୍ଗ୍ରୁ କ୍ୟାରିୟର ସୁଯୋଗ ଓ ଆୟରେ ବୃଦ୍ଧି ଘଟିଛି:ଏଚପି ଅଧ୍ୟୟନ
ଭୁବନେଶ୍ୱର: ଏଚ୍ପି ଇଣ୍ଡିଆ ଗେମିଙ୍ଗ ଲ୍ୟାଣ୍ଡସ୍କେପ୍ ଷ୍ଟଡି ୨୦୨୩ ଅନୁଯାୟୀ, ଇସ୍ପୋର୍ଟସ୍ ଶିଳ୍ପର ଅଭିବୃଦ୍ଧି ବିବିଧ କ୍ୟାରିୟର ସୁଯୋଗ ଓ ବର୍ଦ୍ଧିତ ଆୟ ସହିତ ଭାରତୀୟ ଗେମର୍ ସମୁଦାୟକୁ ଲାଭାନ୍ୱିତ କରୁଛି । ଭାରତର ୧୫ଟି ସହରରେ ୩୦୦୦ ଗେମରଙ୍କୁ ସାମିଲ କରିଥିବା ଏହି ଅଧ୍ୟୟନ ଆଲୋକପାତ!-->…
ଆଇଟିସି ଭିଭେଲ୍ର ନୂଆ କ୍ୟାମ୍ପେନରେ ସୋନମ୍ କପୁର
ଭୁବନେଶ୍ୱର: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ବ୍ରାଣ୍ଡ ଡେଭିଡ୍ ଦ୍ୱାରା ପରିକଳ୍ପିତ ଏହି କ୍ୟାମ୍ପେନକୁ ଏଭଳି ଏକ ପୃଷ୍ଠଭୂମି ଉପରେ ପ୍ରସ୍ତୁତ!-->…