Sign in
Sign in
Recover your password.
A password will be e-mailed to you.
ଓଡିଶା ଟ୍ରାଭେଲ ବଜାର୍ର ୨ୟ ଦିନ: ବିଦେଶୀ ଟୁର ଅପରେଟର ଏବଂ ଇଣ୍ଡଷ୍ଟ୍ରି ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ…
ଭୁବନେଶ୍ୱର, ୦୮ ଫେବୃଆରୀ ୨୦୨୪: ୨ୟ ଦିନରେ ଆଜି ଓଡିଶା ଟ୍ରାଭେଲ ବଜାର୍ ନିବେଶକଙ୍କ ସହିତ ଶିଳ୍ପ ହିତାଧିକାରୀମାନଙ୍କର ରାଉଣ୍ଡଟେବୁଲ, ବି୨ଜି ବୈଠକ ଏବଂ ଓଡିଶାର ୭୦ଟି ଡିଟିଓ ଓ ୫୦ରୁ ଅଧିକ ସେଲରଙ୍କ ମଧ୍ୟରେ ଢାଂଚାଗତ ବୈଠକର ସାକ୍ଷୀ ହୋଇଥିଲା । ଏହାଛଡା ଇକୋ!-->…
୫ମ ଓଡିଶା ଟ୍ରାଭେଲ ବାଜାର ୨୦୨୩-୨୪ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଉଦଘାଟନୀ ଦିବସରେ ୭୦ରୁ ଅଧିକ ଘରୋଇ ଟୁର୍ ଅପରେଟରଙ୍କ ଅଂଶଗ୍ରହଣ
ଭୁବନେଶ୍ୱର, ୦୭ ଫେବୃଆରୀ ୨୦୨୪: ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଏହି ତିନି ଦିବସୀୟ!-->!-->!-->…
ଫେବୃଆରୀ ୭ ତାରିଖରେ ତିନିଦିନିଆ ଓଡିଶା ଟ୍ରାଭେଲ ବାଜାର୍ ୨୦୨୩-୨୪ର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ…
ଭୁବନେଶ୍ୱର : ଭାରତ ଓ ସମଗ୍ର ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍ଆଇସିସିଆଇ) ମିଳିତ ଭାବେ ଆସନ୍ତା ଫେବୃଆରୀ ୭ରୁ୯ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ!-->…
ସ୍ୱପ୍ନକୁ କରୁଛି ସଶକ୍ତ: ଯୁବପିଢ଼ିଙ୍କ ନବସୃଜନ ଓ ଉଦ୍ୟମିତର ଏକ ଯାତ୍ରା
ଭୁବନେଶ୍ୱର: ପାରମ୍ପରିକ ଓ ଆଧୁନିକତାର ଛାପ ସହିତ ଆଗକୁ ବଢ଼ୁଥିବା ଭୁବନେଶ୍ୱରରେ ଏକ ନିରବ ବିପ୍ଳବ ଚାଲିଛି । ଯୁବ ଦୂରଦ୍ରଷ୍ଟା ଓ ଉଦ୍ୟୋଗୀ ସୃଷ୍ଟି କରିବାର ଏକ ହଟ୍ସ୍ପଟ୍ ଭାବେ ଏହା ଉଭା ହୋଇଛି । ଷ୍ଟାର୍ଟଅପ୍ ଓଡ଼ିଶାର ଦୁଇ ଅଭିଯାନ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଓଡ଼ିଶା ଷ୍ଟାର୍ଟଅପ୍!-->…
ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ
ଆଗାମୀ ଦଶନ୍ଧି ପାଇଁ ଲକ୍ଷ୍ୟ ତତ୍ୱ ୨.୦ ଉନ୍ମୋଚିତଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍'ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର!-->…
ତତ୍ୱ ଟେକ୍ନୋଲୋଜିସ୍ ପକ୍ଷରୁ ବିଭିନ୍ନ ସାମାଜିକ ଦାୟତ୍ୱବୋଧ କାର୍ଯ୍ୟକ୍ରମ
ଫେବୃଆରୀ ୪ ତାରିଖରେ ତତ୍ୱ ଟେକ୍ନୋଲୋଜିସ୍ର ୨୨ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନି, ତତ୍ୱ ଟେକ୍ନୋଲୋଜିସ୍ ଉତ୍କର୍ଷର ୨୨ତମ ବର୍ଷ ପାଳନ କରୁଛି । ୨୦୨୪ ଫେବୃଆରି ୪ ତାରିଖରେ ଏହା ୨୨ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ଏହି ଉତ୍ସବ ପାଳନ!-->!-->!-->…
ଟାଟା ହିଟାଚିର ଇଏକ୍ସ ୨୧୦ଏଲ୍ସି ପ୍ରାଇମ୍ର ଶୁଭାରମ୍ଭ
ଭୁବନେଶ୍ୱର : ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତାର ଏକ ଆଧାର ଉପରେ ନିର୍ମିତ ନୂଆ ଆଡ୍ଭାନ୍ସଡ୍ ଇଏକ୍ସ ୨୧୦ଏଲସି ପ୍ରାଇମର ଶୁଭାରମ୍ଭ କରାଯାଇଛି । ଏହି ଅପ୍ଗ୍ରେଡେଡ୍ ମେଶିନ ଉଚ୍ଚମାନର ନିର୍ମାଣ ଉପକରଣ ପ୍ରଦାନ କରିବା ପ୍ରତି ଟାଟା ହିଟାଚିର ପ୍ରତିବଦ୍ଧତାକୁ ସମର୍ଥନ କରିବା ଜାରି ରଖିଛି ।!-->…
ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଗଜପତି : ଗଜପତି ଜିଲ୍ଲାର ଆବାସିଂ ଗ୍ରାମର ଜଣେ ୨୫ ବର୍ଷୀୟା ମହିଳା, ସଜନୀ ଭୂୟାଁ ଜ୍ୱରରେ ପୀଡିତ ଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସଂକ୍ରାନ୍ତରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଖରାପ ରାସ୍ତା କାରଣରୁ ତାଙ୍କୁ ହସ୍ପିଟାଲ ନେବାରେ ସମସ୍ୟା!-->…
ରାଜ୍ୟ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ କାଉଂଟ୍ ସିଜର ମେଟିଙ୍କ ୨୧୫ତମ ଜୟନ୍ତି ପାଳନ ଅବସରରେ ରାଜ୍ୟ ଇଲେକ୍ଟ୍ରୋପାଥିକ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଭୂବନେଶ୍ୱରର ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଛି ।
!-->!-->…
ଏଂଟରପ୍ରାଇଜ୍ ଓଡ଼ିଶା ପକ୍ଷରୁ ନୂଆ ବ୍ୟବସାୟ ସୁଯୋଗ ସୃଷ୍ଟି ସହ ବୃହତ ଶିଳ୍ପ ସହିତ ଏମଏସଏମଇ ସମ୍ପର୍କ ସ୍ଥାପନ
ଝାରସୁଗୁଡ଼ା/ ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାଠାରେ ଏଂଟରପ୍ରାଇଜ୍ ଓଡ଼ିଶାର ୨୪ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ!-->…