Sign in
Sign in
Recover your password.
A password will be e-mailed to you.
ସଲାମ୍ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ
ଜାକାର୍ତ୍ତା.- ମାଲେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଆଥଲେଟ୍ ଭାବେ ଏସୀୟ କ୍ରୀଡାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି । ମାତ୍ର…
କଂଗ୍ରେସର ଖବର କାଗଜନାମରେ ଅନୀଲ ଅମ୍ବାନୀ ୫ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ
ନୂଆଦିଲ୍ଲୀ.- ଅନୀଲ ଅମ୍ବାନୀଙ୍କର ରିଲାଏନ୍ସ ଗ୍ରୁପ୍ କଂଗ୍ରେସ ଦ୍ୱାର ଚଳାଯାଉଥିବା ଖବର କାଗଜ ନ୍ୟାସନାଲ୍ ହେରାଲ୍ଡ ନାମରେ ୫ ହଜାରକୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି । ରାଫେଲ୍ ଯୁଦ୍ଧ ବିମାନ କିଣିବା ପ୍ରସଙ୍ଗରେ ଏହି ଖବରକାଗଜରେ ଅନୀଲ ଅମ୍ୱାନୀଙ୍କ ନାମରେ ଅପମାନ ସୂଚକ ଲେଖା…
ଏମିତି ସଜାନ୍ତୁ ରାକ୍ଷୀର ଥାଳି , ଭୁଲରେ ବି କରନ୍ତୁନି ଏପରି ଭୁଲ୍
ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । କାହିଁ କେତେ କାଳରୁ ଏହା ଭାରତୀୟ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ସମୟର ପରିବର୍ତ୍ତନ ଅନୁସାରେ ଏଥିରେ ବି କିଛିଟା ପରିବର୍ତ୍ତନ ଆସିଛି । ମାତ୍ର ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ ।
ଭାଇକୁ…
ରାକ୍ଷୀ ଗୋଟାକର ଦାମ ୫୦ରୁ ୭୦ହଜାର ଟଙ୍କା,
ଅହମ୍ମଦାବାଦ.- ଗୁଜୁରାଟର ଅହମ୍ମଦାବାଦରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁହଁ ଥିବା ରାକ୍ଷୀ ବିକ୍ରି ହେଉଛି । ଏହି ରାକ୍ଷୀ ଗୋଟାକରଦାମ ୫୦ରୁ ୭୦ ହଜାର ଟଙ୍କା । ରାକ୍ଷୀ ଗୁଡିକୁ ସୁନାରେ ତିଆରି କରାଯାଇଛି ।
ଏକ ଅଳଙ୍କାର…
ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ
କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା । ଇଦ୍-ଅଲ୍-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି ।
କେରଳର…
ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍
ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା ।
ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି…
ଜାଣନ୍ତୁ, ଗୁଡର ଖାଇବାର ରହିଛି ଏହି ସବୁ ଫାଇଦା
ସପ୍ତାହ ପର୍ୟ୍ୟନ୍ତ ଭୋଜନ ପରେ ଗୁଡ଼ ଖାଇଲେ ତ୍ବଚାରେ ବିଶେଷ ଚମକ ଆସିଥାଏ। ଯୁବତୀ ଓ ମହିଳାମାନେ ଏହା ଖାଇ ନିଜେ ପରୀକ୍ଷା କରିପାରିବେ।
ଗୁଡ଼ରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ହାଡ଼କୁ ମଜବୁତ୍ କରିଥାଏ।
ଦୁର୍ବଳ ଲାଗୁଥିଲେ ୧ ଚାମଚ ଗୁଡ଼ ଭୋଜନ ପରେ ଖାଆନ୍ତୁ। ୨-୩ ଦିନ ମଧ୍ୟରେ ଏହାର…
ଦେବୁ ବୋଷଙ୍କର ପରଲୋକ, ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ
ହାଇଦ୍ରାବାଦ.- ଓଲିଉଡ୍ରେ ଲୋକ ପ୍ରିୟ କଳାକାର ଦେବୁ ବୋଷଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୪ ମାସ ଧରି ଅସୁସ୍ଥ ଥିଲେ ।
ଆଗରୁ ଦେବୁ ବୋଷଙ୍କର ଦୁଇଥର ହୃଦଘାତ ହୋଇଥିଲା । ସେ ଓଡିଆ ସିନେମା ତପସ୍ୟାରୁ ଅଭିନୟ…
ଛେଳି ନାମରେ କୁକୁର ଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ
କାନପୁର.- ଛେଳି ନାମରେ ଜଣେ ବ୍ୟକ୍ତିଙ୍କୁ କୁକୁର ଦେଇଥିବା ଅଭିଯୋଗ ହୋଇଛି । କାନପୁର ନିକଟସ୍ଥ ଜୁଜୁମାଓ ଛୁଙ୍ଗିରେ ଏହି ଘଟଣା ଘଟିଛି । ଇଦ-ଅଲ୍-ଅଦା ବା ବକରି –ଇଦରେ ସମୟରେ ଛେଳିର ଚାହିଦା ବୃଦ୍ଧି ପାଇଥାଏ । ଅସରଫ ନାମକ ବ୍ୟକ୍ତି ନିଜର ତିନୋଟି ଛେଳି ବିକିବ ପାଇଁ ହାଟକୁ ନେଇଥିଲା।…
ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି ବରଫ
ନ୍ୟୁୟର୍କ.- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ଚନ୍ଦ୍ରଯାନ-୧ ପ୍ରରଣ କରିଥିଲା । ଏହା ଚନ୍ଦ୍ରରେ ପାଣିଥିବା କଥା ଏହି ଯାନ ଦେଇଥିବା ତଥ୍ୟ ଓ ଫଟୋରୁ ସ୍ପଷ୍ଟ ହୋଇଥିଲା । ତେବେ ଚନ୍ଦ୍ରର ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ତଳେ ବରଫ ଜମି ରହିଥିବା ଏହି…