ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ

କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ…

ତୁର୍କୀଠାରେ ୮୭ତମ ଇଜମିର ଆନ୍ତର୍ଜାତିକ ଟ୍ରେଡ ସୋ’ରେ ‘ସୋର୍ସ ଇଣ୍ଡିଆ’

ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ…

ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପୁରସ୍କାର ପାଅ ପ୍ରତିଯୋଗିତା

କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ପକ୍ଷ (ଜୁଲାଇ ୨୫ - ଅଗଷ୍ଟ ୦୮) ପାଇଁ ଅନୁଷ୍ଠିତ ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପ୍ରତିଯୋଗିତାରେ ପୁରସ୍କାର ପାଅ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପାଟଣାର ମହମ୍ମଦ ଅମଜାଦ୍‌, କର୍ଣ୍ଣାଟକ, ତୁମକୁରର…

ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ଶ୍ରୀ ଥାୱରଚାନ୍ଦ ଗେହଲଟ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଗତକାଲି (ମଙ୍ଗଳବାର) କୋରିଆର ସିଓଲ ଗସ୍ତରେ ଯାଇଛନ୍ତି । ଏକ ତିନି ଜଣିଆ ଭାରତୀୟ ପ୍ରତିନିଧି ଦଳଙ୍କ ସହ ‘ବୈଶ୍ୱିକ ବୟସ୍କ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର’ ଉପରେ ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ…

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସର ସମନ୍ୱିତ ବିକାଶ ଲାଗି କେନ୍ଦ୍ର…

୨୦୧୭-୧୮ ଠାରୁ ୨୦୧୯-୨୦ ପର୍ୟ୍ୟନ୍ତ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରବର୍ତ୍ତି ଅବଧିରେ ବନ୍ୟଜନ୍ତୁ ପ୍ରାକୃତିକ ଆବାସସ୍ଥଳୀ (ସିଏସଏସ-ଆଇଡିଡବ୍ଲ୍ୟୁଏଚ)ଗୁଡ଼ିକର ସମନ୍ୱିତ ବିକାଶ ଲାଗି କେନ୍ଦ୍ର ପ୍ରାୟୋଜିତ ସାମଗ୍ରିକ ଯୋଜନା (ଅମ୍ବ୍ରେଲା ସ୍କିମ) ଜାରି ରଖିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ…

ଜେମ କାରବାର ୩ ବର୍ଷ ମଧ୍ୟରେ ୧୦୦ ବିଲିଅନ ଆମେରିକୀୟ ଡଲାର ଛୁଇଁବ

ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି…

ସମ୍ବଲପୁର ଆଇଆଇଏମକୁ ମିଳିବ ୪୦୧.୯୪ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅମୃତସର, ବୋଧଗୟା, ନାଗପୁର, ସମ୍ବଲପୁର, ସିରମୌର, ବିଶାଖାପାଟଣା ଏବଂ ଜାମ୍ମୁରେ ଥିବା ୭ଟି ନୂଆ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ (ଆଇଆଇଏମ)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ଏବଂ ସେଗୁଡ଼ିକର…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସହମତିରେ ସମଲିଙ୍ଗୀ ଯ଼ୌନସଂପର୍କ ଅପରାଧ ନୁହେଁ

ନୂଆଦିଲ୍ଲୀ: ଗୁରୁବାର ଦିନ ଏକ ଐତିହାସିକ ରାୟ ଶୁଣାଇ   ସୁପ୍ରିମକୋର୍ଟ  ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି  ଘୋଷଣା କରିଛନ୍ତି।  ସମଲିଙ୍ଗୀୟ ଯୌନଚାର  ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ଆଂଶିକ ରଦ୍ଦ…

ପୁଣି ବଢିଲା ତେଲ ଦର, ପେଟ୍ରୋଲ 100 ଛୁଇଁବ କି ?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବ୍ୟାହତ ରହିଛିା ଆଜି ତେଲକମ୍ପାନିମାନେ ପୁଣି ଥରେ ତେଲ ଦର ବଢାଇଛନ୍ତିା ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର   ଲିଟର ପିଛା ଟ.79.51 ଓ ଡିଜେଲ ଦର ଟ.71.55 କୁ ବୃଦ୍ଧି ପାଇଛିା ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.86.91 ଓ ଡିଜେଲ…

ମୋମୋ ଗେମ୍‌ ଖେଳି କଟକରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ !

କଟକ . – ମୋମୋ ଗେମ୍‌ ଖେଳି କଟକର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ମାହାଙ୍ଗାର ଜଣେ ଯୁବକ ଏହି ଗେମ୍‌ ଖେଳିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଉମାକାନ୍ତ ନାମକ ଯୁବକ ମୋବାଇଲ୍‌ରେ ଅଧିକାଂଶ ସମୟ ଗେମ୍‌ ଖେଳିଥାଆନ୍ତି । ମଙ୍ଗଳବାର…