ଜିଏସଟି ରାଜସ୍ୱ ସଂଗ୍ରହ ଅକ୍ଟୋବର ୨୦୧୮ରେ ଏକ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ. -ଜିଏସଟି ରାଜସ୍ୱର ମୋଟ ସଂଗ୍ରହ ଅକ୍ଟୋବର ୨୦୧୮ରେ ୧,୦୦,୭୧୦ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରୁ ସିଜିଏସଟି ୧୬୪୬୪ କୋଟି ଟଙ୍କା, ଏସଜିଏସଟି ୨୨୮୨୬ କୋଟି ଟଙ୍କା, ଆଇଜିଏସଟି ୫୩୪୧୯ କୋଟି ଟଙ୍କା (ଆମଦାନୀରୁ ସଂଗୃହିତ ହୋଇଥିବା ୨୬୯୦୮ କୋଟି ଟଙ୍କା ସମେତ) ଏବଂ ଉପ ଟିକସ ୮୦୦୦…

ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ଭାରତ, ରୁଷୀୟ ସଂଘ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ .-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ରୁଷ ସହିତ 05 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU) ଏବଂ ଏକ ସହଯୋଗ ବୁଝାମଣା (MOC)ନେଇ ଅବଗତ କରାଯାଇଛି । i). ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି…

ଅପରାଧ ବ୍ୟାପାରରେ ଭାରତ, ମରୋକ୍କୋ ଆପୋସ ଆଇନ ସହାୟତା ରାଜିନାମାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅପରାଧିକ ବ୍ୟାପାରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ଆପୋସ ଆଇନ ସହାୟତା ରାଜିନାମାକୁ ମଞ୍ଜୁର କରିଛନ୍ତି । ଏହି ଚୁକ୍ତି ଅପରାଧର ତଦନ୍ତ ଏବଂ ଦଣ୍ଡବିଧାନ, ଟ୍ରେସିଂ, ସଂଯମ, ଜବତ ଏବଂ…

ମୁଁ ଅନୁପଜୋଲଟାଙ୍କୁ ଚୁମ୍ବନ ଦେବା ସହ ଡେଟ୍‌ରେ ଯାଇଥିଲୁୁ ତେବେ କିପରି ଗୁରୁ ଶିଷ୍ୟା ହେଲୁ, ଜସଲିନ୍‌

ମୁମ୍ବାଇ . – ବିଗ୍‌ବସ୍‌ ସିଜିନ୍‌ ୧୨ର ପ୍ରତିଯୋଗୀ ଯୋଡି ଭାବେ ଅନୁପ ଜୋଲଟା ଓ ଜସଲିନ୍‌ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲେ ।  ଉଭୟଙ୍କ ବୟସର ତାରତମ୍ୟ ବେଶ୍‌ ଅଧିକ । ବିଗ୍‌ବସ୍‌ଙ୍କ ଘରୁ ବାହାରିବା ପରେ ଅନୁପ ଜୋଲଟା ଜସ୍‌ଲିନ୍‌ଙ୍କ ସହ ତାଙ୍କର ସମ୍ବନ୍ଧକୁ ଗୁରୁ ଶିଷ୍ୟାର ସମ୍ବନ୍ଧ…

ଆଜିର ତେଲଦର : ପେଟ୍ରୋଲ  ୧୯ ପଇସା, ଡିଜେଲ ୧୪  ପଇସା  କମିଲା 

ନୂଆଦିଲ୍ଲୀ : ଗତ କାଲି ତେଲ ଦର ଅପରିବର୍ତ୍ତିତ ଥିଲା । କିନ୍ତୁ ଆଜି ଦେଶରେ ପେଟ୍ରୋଲ  ଦର  ହ୍ରାସ ପାଇଥିବାବେଳେ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।  ବିଗତ ୧୭ ଦିନ ମଧ୍ୟରେ କେବଳ ଗୋଟିଏ ଦିନ (ଗତକାଲି)କୁ ଛାଡିଦେଲେ ତେଲଦର କ୍ରମାଗତ ହ୍ରାସ ପାଇଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର…

ମୁମ୍ବଇ: ମଡେଲ ଉଲଗ୍ନ  ହୋଇ ସିକ୍ୟୁରିଟି ଗାର୍ଡଙ୍କୁ ପିଟିଲେ

ମୁମ୍ବଇ.- ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଅଭାବନୀୟ ଘଟଣା ଘଟିଛି । ଅନ୍ଧାରୀ ଓ୍ୱେଷ୍ଟର ଲୋଖଣ୍ଡଓ୍ୱାଲାରେ ଥିବା ଏକ ଆପାର୍ଟମେଣ୍ଟର ଏହି ଘଟଣା ଘଟିଛି ।  ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୨୧ ବର୍ଷୀୟ ଏହି ମଡେଲ ବାରମ୍ବାର ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ମାରିବା…

ମୋଦି  ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି  ଖେଳକୁ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌କି ବାତ୍‌  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍‌ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ…

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା, ବଢିବ ଶୀତ

କଟକ/ଭୁବନେଶ୍ୱର . – ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି । ରବିବାରଠାରୁ  ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ  ପୁରୀ,…

ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ . - ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଦେଶର ଉତ୍ତର ଭାଗରେ ଏହା ଏଭଳି ଗୁରତର ସ୍ତରରେ ପହଞ୍ଚିଛି ଯେ ସେଥିପାଇଁ ଜନସାଧାରଣଙ୍କୁ ଶୀତ ଦିନେ ମାସ ମାସ ଧରି ଜଟିଳ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଉତ୍ତର ଭାରତରେ ସୃଷ୍ଟ ବାୟୁ…

ରାବଣର ଅଭିନୟ କରିଥିବା ବ୍ୟକ୍ତି ବି ଟ୍ରେନ ଦୁର୍ଘଟଣାରେ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୬୦ ଟପିଲା

ଅମୃତସର . – ପଞ୍ଜାବର ଅମୃତସରରେ ରାବଣ ପୋଡି ସମୟରେ ରେଳ ଟ୍ରାକ ଉପରେ ଏହି ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢି ଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏତେ ଲୋକ ସେଠାରେ ଉପସ୍ଥିତ ଥିଲେ ବି କିପରି ସୁରକ୍ଷାରେ ଅବହେଳା ହେଲା ତାହା…