ଭିସା ପ୍ରକ୍ରିୟା ସରଳୀକରଣ

ଦେଶର ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଦେଶରେ ବିଦେଶୀମାନଙ୍କ ସହଜ ପ୍ରବେଶ, ପ୍ରସ୍ଥାନ ଏବଂ ଅନ୍ୟ ଗତିବିଧିର ସୁବିଧା ଦେବାକୁ ଭାରତରେ ଏକ ମଜବୁତ ଭିସା ବ୍ୟବସ୍ଥା ପ୍ରସ୍ତୁତ କରିଛି । ବିଗତ ଏକ ବର୍ଷ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିସା ବ୍ୟବସ୍ଥାକୁ ସରଳ କରିବା ଲାଗି ଅନେକ…

ସମସ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଡିସେମ୍ବର ୨୦୧୮ ସୁଦ୍ଧା ଖୋଲା ଶୌଚମୁକ୍ତ ହେବ

ଆସାମର ଗୌହାଟୀଠାରେ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଖୋଲାରେ ଶୌଚରୁ ମୁକ୍ତି, କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଗ୍ରାମୀଣ ଜଳଯୋଗାଣର ସ୍ଥିତି ନେଇ ଆଲୋଚନା କରାଯାଇଥିଲା । ହିମାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ,…

ର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ

ନୂଆଦିଲ୍ଲୀ . -ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.in .କୁ ଉନ୍ମୋଚନ କରିଛନ୍ତି । ସମ୍ପୂର୍ଣ୍ଣ ନୂତନ କଳେବରରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟ ବ୍ୟବହାରକାରୀମାନଙ୍କ ପାଇଁ ସହଜଗମ୍ୟ ହୋଇପାରିବ । ଏହା ମାଧ୍ୟମରେ ଯେ କେହି…

ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ

ନେଲୋର . - ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା ନେଲୋର ଜିଲାର ସୁଲୁରପେଟ୍ଟା…

ଦୀପିକା ଓ ରଣବୀର ପୋଷ୍ଟ କେଲ ବିବାହର ପ୍ରଥମ ଅଫିସିଆଲ ଫଟୋ

ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର…

ଥରେ ପାକିସ୍ତାନ ପାଇଁ ଖେଳିଥିଲେ ସଚୀନ୍‌ ତେନ୍ଦୁଲକର, ଜାଣନ୍ତୁ କେମିତି

ମୁମ୍ବାଇ .- ଜୀବନରେ ଥରେ ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ମାଷ୍ଟର ବ୍ଲାଷ୍ଟର ସଚୀନ୍‌ ତେନ୍ଦୁଲକର ଫିଲ୍ଡିଂ କରିଥିଲେ । ସେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ମୁମ୍ବାଇରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ହୋଇଥିଲା । ଏହା ମ୍ୟାଚରେ ପାକିସ୍ତାନ ଟିମ୍‌…

ପାକିସ୍ତାନ ବିରୋଧରେ ମୋଦିଙ୍କ ନୂଆ ଅସ୍ତ୍ର

ନୂଆଦିଲ୍ଲୀ : ବାରମ୍ବାର ତାଗିଦ କରିବା ପରେ ବି ପାକିସ୍ତାନ ସୁଧୁରୁନଥିବାରୁ ଭାରତ ଏକ ନୂଆ ଓ ପ୍ରଭାବଶାଳୀ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଛି ।  ତାହା ହେଉଛି ପାଣି ଅସ୍ତ୍ର । ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ ବସିଛି…

ଟାଫେ ପକ୍ଷରୁ ମାଗଣା ଟ୍ରାକ୍ଟର ଭଡ଼ା ପ୍ଲାଟଫର୍ମ ‘ଜେଫାର୍ମ ସର୍ଭିସ’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି ଉପକରଣ ନିର୍ମାଣକାରୀ ସଂସ୍ଥା ଟାଫେ ପକ୍ଷରୁ ମାଗଣା ଭଡ଼ା ପ୍ଲାଟଫର୍ମ ‘ଜେ ଫାର୍ମ ସର୍ଭିସ’ର ଶୁଭାରମ୍ଭ କରାଯଅଇକ୍ତି। ଏହା ହେଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଟାଫେର ଲକ୍ଷ୍ୟ ସମ୍ପୁୁର୍ଣ୍ଣ ବିଶ୍ୱରେ କୃଷି ମାଧ୍ୟମରେ ଭାରତରେ କୃଷକ ମାନଙ୍କ ଜୀବନକୁ ସମୃଦ୍ଧ…

ବିକ୍ରି ହେବ ଦେଶରେ ଥିବା ଶତ୍ରୁ ସମ୍ପତ୍ତି

ନୂଆଦିଲ୍ଲୀ  .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶତୃ ସମ୍ପତ୍ତି ଅଂଶଧନ ବିକ୍ରି ଲାଗି ପ୍ରକ୍ରିୟା ଓ କାର୍ୟ୍ୟପଦ୍ଧତିକୁ ମଞ୍ଜୁରି ଦେଇଛନ୍ତି ଯା’ର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା:- ୧. ଶତୃ ସମ୍ପତ୍ତି ଅଧିନିୟମ ୧୯୬୮ର ଧାରା ୮-ଏର ଉପଧାରା-୧…