Sign in
Sign in
Recover your password.
A password will be e-mailed to you.
ରବିବାରରେ ବିଜେପି ବିଧାୟକ ଦଳର ବୈଠକ
ଭୁବନେଶ୍ୱର ..-- ରିବାବରରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ବିଜେପି ବିଧାୟକ ଦଳର ନେତା ଚୟନ କରାଯିବାର ଅଛି । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜ ପାଣ୍ଡେ,…
ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର ନିରାକରଣ
ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।
ଏହା ଦୁଇପ୍ରକାର- ଭିତର…
ଲେମ୍ବୁପାଣି ପିଇଲେ ପତଳା ହେବ, ଅଧିକ ପିଇଲେ କ’ଣ କ୍ଷତି ଜାଣନ୍ତୁ
କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍। ଯଦି ଆପଣ ପ୍ରତିଦିନ ନିଜର ଓଜନ କମ୍ କରିବା ପାଇଁ ସକାଳେ ଲେମ୍ବୁ ପାଣି ପିଉଛନ୍ତି, ତେବେ ଏହି ଖାସ୍ ଖବର କେବଳ ଆପଣଙ୍କ ପାଇଁ। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍ ମନେ କରୁଛନ୍ତି।…
ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି
ଭୁବନେଶ୍ୱର . - ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଭଲ ସ୍ଥିତିରେ ଥିଲେ ବି ବିଜେପିପ୍ରାର୍ଥୀଙ୍କୁ ସମର୍ଥନ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ ଗସ୍ତ ସମୟରେ…
ଯୋଗ ସବୁବେଳେ ଶାନ୍ତି-ସଦଭାବନା ସହିତ ଜଡ଼ିତ: ପ୍ରଧାନମନ୍ତ୍ରୀ ମୋଦୀ
ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଶାନ୍ତି, ସମୃଦ୍ଧି ଏବଂ ସଦଭାବକୁ ଉଚ୍ଚସ୍ତରକୁ ନେଇଯିବା ହେଉଛି ଯୋଗର ସିଦ୍ଧାନ୍ତ । ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୩୦…
ନଦୀ-ପାହାଡ଼ରେ ଯୋଗ କଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ…
ଯୋଗ କଲେ କ’ଣ ଫାଇଦା ମିଳିଥାଏ ।
ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ ।
> ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ ।
> ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
>…
କାହିଁକି ଜୁନ୍ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ ।
ଜୁନ୍ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଭାରତରେ ଯୋଗର ଉତ୍ପତି ହୋଇଥିଲା । କୁହାଯାଏ ଭାରତବର୍ଷରେ ୬ହଜାର ବର୍ଷ ତଳୁ ଯୋଗ କରାଯାଉଅଛି । ହିନ୍ଦୁ ପୌରାଣିକ କଥାରେ ଯୋଗ ନିଦ୍ରାରେ ପାଳନକର୍ତ୍ତା ବିଷ୍ଣୁ ଓ ସଂହାର କର୍ତ୍ତା ମହେଶ୍ୱର (ଶିବ), ଏପରିକି ସଦା…
ଆଗକୁ ବଢିଲା ମୌସୁମୀ, ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର .- ମୌସୁମୀ ବାୟୁ ଏବେ ଦକ୍ଷିଣ ଭାରତରୁ ଆଗକୁ ବଢିଛି । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇଛି । ଏହି କାରଣରୁ ତାତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଭାରତୀୟ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ଆସନ୍ତ ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଆହୁରି ଆଗକୁ…
ଅଜିତ ସାହୁ ଅମର ରହେ, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ
ଢେଙ୍କନାଳ/ଭୁବନେଶ୍ୱର .- ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳର ଓଡ଼ିଆ ପୁଅ ଅଜିତ ସାହୁ ଜାମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଥିବା ସମୟରେ ସହିଦ ହୋଇଥିଲେ । ବୁଧବାର ରାତିରେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଗାର୍ଡ…