ପ୍ରଧାନମନ୍ତ୍ରୀ ଆବାସ (ସହରାଂଚଳ) ଯୋଜନା, ଅମୃତ ଓ ସ୍ମାର୍ଟ ସିଟି ମିଶନରେ ୮ ଲକ୍ଷ କୋଟି ଟଙ୍କାର ନିବେଶ

• ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୧ ଲକ୍ଷ ବାସଗୃହ ମଞ୍ଜୁର • ଅମୃତ ଯୋଜନା ଅନ୍ତର୍ଗତ ୬୪ହଜାର କୋଟି ଟଙ୍କାର ୪,୧୯୦ ପ୍ରକଳ୍ପ କାର୍ୟ୍ୟକାରୀ • ୩୫୩ ସହରରେ ପମ୍ପଗୁଡ଼ିକର ଏନର୍ଜି ଅଡିଟ ସମ୍ପନ୍ନ-୪୬୭ ଅମୃତ ସହରରେ କ୍ରେଡିଟ ରେଟିଂ କାର୍ୟ୍ୟ ଶେଷ, ୮ଟି ସହରରୁ ମୁନିସିପାଲ ବଣ୍ଡ ଜରିଆରେ…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ

ନୂଆଦିଲ୍ଲୀ   -- ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସଚିବ ପୋମ୍ପିଓ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଚିବ…

ଓଡିଶାର ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ . - ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ବୋଲି ସୂଚନା ପ୍ରଦାନ କରିଛନ୍ତି । ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ,…

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ . - ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି । ବିତର୍କରେ ଅଂଶଗ୍ରହଣ କରିଥିବା କାରଣରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ…

ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ ନୂଆଦିଲ୍ଲୀ . - ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ…

ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ . - ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।…

ଭଗବାନ ଗଜାନନଙ୍କୁ ଚଢାନ୍ତୁ ଏହି ୫ ଜିନିଷ, ଧନ-ସଂପଦର ହେବ ନାହିଁ ଅଭାବ

ଭୁବନେଶ୍ୱର: ଗଣେଶ ଭଗବାନ ସବୁବେଳେ ଖୁସିରେ ରହୁଥିବା ଦେବତା ବୋଲି ଧରାଯାଏ । ଗଜାନନଙ୍କର ବୁଧବାର ଦିନରେ ବିଧି ବିଧାନରେ ପୂଜା-ଅର୍ଚ୍ଚନା କଲେ ଘରର ମଙ୍ଗଳ ହୋଇରାଯାଏ, ଯେଉଁଥିରେ ସେ ଖୁସି ହୋଇ ସୁଖ ଓ ସମୃଦ୍ଧିର ଆର୍ଶୀବାଦ ଦେଇଥାନ୍ତି । ଯଦି ବୁଧବାର ଦିନ ବା ଚତୁର୍ଥୀ ଦିନ ଆମେ ଗଣେଶ…

ସମୁଦ୍ରରେ ଗାଧୋଇଲେ ଚର୍ମ ପାଇଁ ବଢ଼ିପାରେ ବିପଦ

ସାନଫ୍ରାନସିକୋ: ଯଦି ବେଳାଭୂମିରେ ଛୁଟି କାଟିବାକୁ ଯାଉଛନ୍ତି ତେବେ ସମୁଦ୍ରର ପାଣିରେ ଗାଧୋଇବା ଓ ପହଁରିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ । ସମୁଦ୍ରର ପାଣିରେ ପହଁରିବା, ଖେଳିବା ଓ ମଜା କରିବା ନୂତନ ଅନୁଭୂତି ଆଣିଥାଏ କିନ୍ତୁ ଏହାରି ଉପରେ ଏକ ନୂଆ ଗବେଷଣା…

ବଜେଟ୍‌ ପାଇଁ ଏଥର ଥିବା ଆହ୍ୱାନ

ନୂଆଦିଲ୍ଲୀ . - ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ଏହାର ବାର୍ଷିକ ବଜେଟ୍‌ ପ୍ରସ୍ତୁତ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କେଉଁଥିରୁ କେତେ କର ଆଦାୟ ହେବ । ଆୟ କେତେ ବ୍ୟୟ କେତେ । ବିକାଶମୂଳକ କାର୍ଯ୍ୟପାଇଁ ଖର୍ଚ୍ଚ , ବିଭିନ୍ନ ଅନୁଦାନ, ଯୋଜନା , ଏପରି ଅନେକ…

ବଜେଟ ପରମ୍ପରାରେ ‘ହାଲୁଆ

ନୂଆଦିଲ୍ଲୀ . - କୌଣସି ଭଲ କାମ ଆରମ୍ଭ କରିବା ପୂର୍ବରୁ ଭାରତୀୟ ସଂସ୍କୃତିରେ ମିଠା ଖାଇବାର ପରମ୍ପରା ରହି ଆସିଛି । ଏହି ପରମ୍ପରା କାହିଁ କେତେ କାଳରୁ ରହିଛି। ହିନ୍ଦୀରେ ବି ଗୋଟିଏ କଥା କୁହାଯାଏ 'ମୁଁ ମିଠା କରକେ ଯାଓ' । ସେହିପରି ଦେଶର ବାର୍ଷିକ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ମିଠା…