ସରକାରୀ ଅର୍ଥ ହଡପ ଅଭିଯୋଗରୋ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର - ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାର ଅର୍ଥ ହଡପ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପଞ୍ଚାୟତି ରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଉଥିବା ସରକାରୀ ଟଙ୍କୁ ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ…

ସାପ କାମୁଡ଼ାରେ ଦୁଇ ମୃତ

ଅନୁଗୋଳ . - ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

ଫସଲବୀମା ଯୋଜନା ରଥ, ଏକର ପିଛା ୩୯୫ ଟଙ୍କା

ପୁରୀ . - ପୁରୀ ଜିଲ୍ଲାରେ ଗୁରୁବାରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ୧୧ଟି ବ୍ଲକ୍‍ ଅନ୍ତର୍ଗତ ୨୬୮ଟି ଗ୍ରାମପଞ୍ଚାୟତରେ ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ ଚାଷୀମାନଙ୍କୁ ଫସଲବୀମା ଭୁକ୍ତ ଲାଗି ଉତ୍ସାହିତ କରିବ । ଚଳିତ…

ପାଟକୁରା ନିର୍ବାଚନ

ପାଟକୁରା . - ପାଟକୁରା ବିଧାନସଭା ଆସନ ଲାଗି  ଭୋଟ୍‍ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ଲାଗି ପ୍ରଚାରକାର୍ଯ୍ୟ ଗୁରୁବାର ସଂଧ୍ୟାରେ ଶେଷ ହୋଇଛି । ପାଟକୁରା ବିଧାନସଭା ମଣ୍ଡଳୀରେ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ, ୧ଲକ୍ଷ ୭ହଜାର…

ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା(OJEEE) ପରୀକ୍ଷା

ଭୁବନେଶ୍ୱର . - ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ବି.ଟେକ୍‍ ଓ ବି.ଟେକ୍‍ ଡିପ୍ଲୋମା ଲାଗି ଲାଟେରାଲ୍‍ ଏଣ୍ଟ୍ରି ଟୁ ଏବଂ ଏମ୍‍.ବି.ଏ., ଏମ୍‍.ସି.ଏ., ଲାଟେରାଲ୍‍ ଏଣ୍ଟ୍ରି ଏମ୍‍.ସି.ଏ, ବି.ଫାର୍ମା ଓ ଏମ୍‍. ଫାର୍ମା ପାଠ୍ୟକ୍ରମରେ ନାମ…

ଶୁକ୍ରବାରର ମୁଖ୍ୟ ସମ୍ବାଦ

--ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ସଂପର୍କରେ ଆସନ୍ତା ୨ଦିନ ମଧ୍ୟରେ ବିଧାନସଭାରେ ବିବୃତ୍ତି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ। -- ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ - ରବିବାର ମତଦାନ -ସମ୍ବେଦନଶୀଳ ବୁଥ୍‍ରେ ବ୍ୟାପକ…

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ . - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଗୁରୁବାରରେ କଟକ ବଡ଼ ମେଡିକାଲ୍‍ରେ ଚିକିତ୍ସାଧୀନ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପଦ୍ମଶ୍ରୀ ରାଓଙ୍କ…

ରାଜ୍ୟରେ ମିଳିବ ଉନ୍ନତ ଧରଣ ର ପାଣିପାଗ ସୂଚନା, ଲାଗିବ ଆଉ ଦୁଇଟି ଡପଲର୍‌ ରାଡାର୍‌

ଭୁବନେଶ୍ୱର . - ରାଜ୍ୟରେ ବର୍ତ୍ତମାନ ପାରାଦ୍ୱୀପ ଓ ଗୋପାଳପୁରଠାରେ ଡପ୍ଲର ରାଡାର୍‍ ସ୍ଥାପନ କରାଯାଇଛି । ବାଲେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାରରେ ବିଧାନସଭାରେ ଏହି ସୂଚନା…

ରିପୋର୍ଟ: ୯ ବର୍ଷରେ ୧୬% ଏଚଆଇଭି ହ୍ରାସ

ଜେନିଭା: ୟୁଏନଏଡସ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ବିଗତ ୯ ବର୍ଷ ମଧ୍ୟରେ ୧୬ ପ୍ରତିଶତ ଏଚଆଇଭି ହ୍ରାସ ପାଇଛି । ଦକ୍ଷିଣ ଏବଂ ପୂର୍ବ ଆଫ୍ରିକାରେ ସ୍ଥିର ପ୍ରଗତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ ଦାବି କରାଯାଇଛି । ଏହା ବ୍ୟତୀତ ୨୦୧୮ରେ…

ଭାରତରେ ହ୍ରାସ ପାଇଛି ଅପପୁଷ୍ଟି, ବଢୁଛି ମୋଟାପଣ: ରିପୋର୍ଟ

ସଂଯୁକ୍ତ ରାଷ୍ଟ୍ର: ଭାରତରେ ଅପପୁଷ୍ଟିର ଶିକାର ହେଉଥିବା ଲୋକଙ୍କର ସଂଖ୍ୟା ହ୍ରାସ ପାଇବାକୁ ଏକ ଭଲ ଖବର କୁହାଯାଉଛି । ମାତ୍ର ଅନ୍ୟ ଏକ ଖରାପ ହେଉଛି, ଦେଶରେ ମୋଟାପଣ ଲୋକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏବେ ଦୁର୍ଭିକ୍ଷ ନାହିଁ । ଲୋକଙ୍କୁ…