ପ୍ରଥମ ଥର ୨୪ ଘଣ୍ଟା ଭକ୍ତ କରିବେ ବାବାଙ୍କ ମେଢ ଦର୍ଶନ

ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଏଥର ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ୨୪ ଘଣ୍ଟା ବାବାଙ୍କ ମେଢ ଦେଖିବାକୁ ସୁଯୋଗ ମିଳିବ । ଶ୍ରାବଣ ମାସ ସାରା ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ । ବାବାଙ୍କୁ ଦୁଗ୍ଧାଭିଷେକ ଓ ଜଳାଭିଷେକ ପ୍ରବେଶ ଦ୍ୱାରରେ କରାଯିବ । ଏହା ପାଇପ ମାଧ୍ୟମରେ ବାବାଙ୍କ…

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜିଲ୍ଲା ପୋଲିସକୁ ସହାୟତା ,• ଅଧିକ ୪ଟି ପିସିଆର ଭ୍ୟାନ ଦାନ

ଭୁବନେଶ୍ୱର: ସମ୍ବଲପୁର ସହରରେ ଅପରାଧ କମ କରିବା ଲକ୍ଷ୍ୟନେଇ ଓ ସିଏସଆର ଦାୟିôବବୋଧର ଅଂଶ ସ୍ୱରୂପ ଆଦିତ୍ୟ ର୍ବିଲା ଗ୍ରୁପର କଂପାନି ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ପୋଲିସ ସହ ଏକ ପାଦ ଆଗକୁ ବଢ଼ି ନିକଟରେ ସହରରେ ଏକ ମଡେଲ କଂଟ୍ରୋଲ ରୁମ ସ୍ଥାପନ କରାଯାଇଛି। ପଶ୍ଚିମାଂଚଳ ଡିଆଇଜି…

ଦୁଷ୍କର୍ମ ପରେ ୮ ବର୍ଷର ନାବାଳିକାକୁ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଦୁଇ ଦିନ ତଳେ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହରୁ ଆଖି ତାଡ଼ିନେବା ଘଟଣା ମନରୁ ଲିଗି ନଥିବା ବେଳେ ଶନିବାର ରାତି ପୁଣି ଥରେ ଶିଳ୍ପର ସହର ଅନୁଗୋଳରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ନିକଟ ମାଛ ବଜାର ଅଂଚଳରେ ଶୋଇଥିବା ୮ ବର୍ଷର…

ଶିଶୁ ସ୍ୱାସ୍ଥ୍ୟ ପାଇଁ ବିପଦ କପଡ଼ା ସଫା କରାଯାଉଥିବା ଡିଟର୍ଜେଣ୍ଟ

ଭୁବନେଶ୍ୱର: ଆପଣ ଥରଟିଏ ଦୃଷ୍ଟି ଦିଅନ୍ତୁ ନିତିଦିନିଆ ଘରେ ବ୍ୟବହାର କରାଯାଉଥିବା ଜରୁୁରୀ ଜନିଷ ବେଳେ ବେଳେ ଆମର ଶରୀରକୁ କ୍ଷତି ପହଂଚାଉଛି । ଛୋଟ ପିଲା ବ୍ୟବହାର କରିବା ଦ୍ୱାରା ଏହାର ଇମ୍ୟୁନିଟି ଦୁର୍ବଳ ହୋଇଥାଏ ତାଙ୍କୁ ଏହି ଜିନିଷମାନଙ୍କରେ ବେଶୀ ଅସୁବିଧା ହୋଇଥାଏ । ଏହା ମଧ୍ୟରୁ…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‍, ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ଜିତିଲା ସ୍ୱର୍ଣ୍ଣ

କଟକ . - କଟକ ଜବାହରଲାଲ ଇନ୍‍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଂଶତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ୍‍ ଚମ୍ପିଆନ୍‍ସିପ୍‍ର ଦଳଗତ ମୁକାବିଲାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ସ୍ୱର୍ଣ୍ଣପଦକ ଜିତିଛି । ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣପଦକ ସହ ଟାଇଟଲ ବଜାୟ ରଖିଥିବାବେଳେ ପ୍ରଥମଥର ପାଇଁ…

ଶନିବାରରେ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା , ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର . - ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଶୁକ୍ରବାରରେ କାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଯାଇଥିବାବେଳେ ଶନିବାରରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…

ନକଲି ମୋବିଲ କାରଖାନାରେ ପ୍ରସ୍ତୁତ ହେଉଥିବା ଶହ ଶହ ଲିଟର ନକଲି ମୋବିଲ୍‌

ବାଲେଶ୍ୱର . - ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ନକଲି ମୋବିଲ  କାରଖାନାରେ ପୁଲିସ ଚଢଉ କରିଛି । ଘଟଣାସ୍ଥଳରୁ ୧୨ଶହ ଲିଟର ନକଲି ଜ ବତ କରାଯାଇଛି । ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୟୁସୁବ ଖାନ୍‍ ଏବଂ ଇର୍ସବ ଖାନ୍‍ ଦୀର୍ଘ ୨୦ବର୍ଷ ଧରି ସେଠାରେ ଏହି ନକଲି…

ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶ୍ରାବଣର ଯାତ୍ରା ପାଇଁ ପ୍ରସ୍ତୁତି

ଆରେଡି . - ଝୁଲାଇ ୨୨ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରେଡିରେ ବାବା ଆଖଣ୍ଡମଣୀ ପୀଠରେ ଶ୍ରାବଣ ଯାତ୍ରା ଅନୁଷ୍ଠିତ ହୁଏ । ବାବା ଆଖଣ୍ଡଳମଣୀଙ୍କ ଶ୍ରାବଣ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭଦ୍ରକ…

ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଗଲା ଉତ୍କର୍ଷତା ପୁରସ୍କାର

ଭୁବନେଶ୍ୱର .- ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଯିବ ଉତ୍କଷତା ପୁରସ୍କାର ଦିଆଯାଇଛି । ବୈଷୟିକ ଶିକ୍ଷା ସମ୍ବଳିତ ଷ୍ଟାର୍ଟ୍‍ଅପ୍‍ମାନଙ୍କରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାପାଇଁ ନାଲ୍‍କୋ, ଏନ୍‍ଆଇଟି ରାଉରକେଲା ଏବଂ ଏନ୍‍ଆଇଟିଆର୍‍ଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ…

ଯୌନ ନିର୍ଯ୍ୟାତନା ଅଭିଯୋଗ ଥିବା ଡିଏଫ୍‌ଓଙ୍କ ସହ ବନ ବିଭାଗର ବିଭିନ୍ନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବ୍ରହ୍ମପୁର . - ଦିଗପହଣ୍ଡି ରେଞ୍ଜର, ଖଲ୍ଲୀକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମେତ ଅନ୍ୟ କେତେକ ଅଭିଯୋଗରେ ଏହି ଚଢ଼ଉ ଚାଲିଛି । ଭିଜିଲାନ୍ସର କଟକ ସେଲ୍‍ ଦ୍ୱାରା ଏହି ଚଢ଼ଉ କରାଯାଇଛି । ଡିଏଫ୍‍ଓ ଆଶିଷ କୁମାର ବେହେରାଙ୍କ…