Sign in
Sign in
Recover your password.
A password will be e-mailed to you.
ଦୁଇତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର - ଅଗଷ୍ଟ ଦୁଇ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଲଗାତାର ଭାବେ ୫ଦିନ ବର୍ଷା ହେବା ପରେ ଏବେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିଛି ଏବଂ କିଛିସ୍ଥାନରେ ଦୁଇଦିନ ହେବ
ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା…
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ତିନି ତଲାକ ବିଲ’
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ବିଳମ୍ବିତ ରାତି ତିନି ତଲାକ ବିଲକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତି ଏହି ବିଲକୁ ଅନୁମୋଦନ କରିବା ପରେ ଏହା ଏବେ ଆଇନରେ ପରିଣତ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ମୁସଲିମ ମହିଳାଙ୍କୁ ଏଣିକି ତାଙ୍କର ସ୍ୱାମୀମାନେ ତିନି ତଲାକ କହି…
ବିଶ୍ୱର ସବୁଠୁ ମହଙ୍ଗା ଘୋଡ଼ା ଥିଲା ‘ଗ୍ରୀନମଙ୍କି’
ଭୁବନେଶ୍ୱର: ଆପଣ ବହୁମୂଲ୍ୟ ଯୁକ୍ତ ଜୀବଜନ୍ତୁ ବିଷୟରେ ପଢିଥିବେ ଓ ଶୁଣିଥିବେ । ତାଙ୍କର କିଛି ଦର ତା’ର ଚାହିଦାକୁ ଅଧିକ ଆକର୍ଷଣ କରିଥାଏ । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ମହଙ୍ଗା ଜୀବ ବିଷୟରେ ଏଠାରେ ଏକ ଖବର ଉପସ୍ଥାପନ କରିବାକୁ ଯାଉଛୁ, ଯାହାର ଦାମର ଅନୁମାନ କରାଯାଇପାରିବ ନାହିଁ ।…
ସିସିଡି ମାଲିକଙ୍କ ମୃତଦେହ ମିଳିଲା, ମଙ୍ଗଳବାର ହୋଇଥିଲେ ନିଖୋଜ
ବେଙ୍ଗାଲୁର . - ମଙ୍ଗଳବାରରେ ନିଖୋଜ ହୋଇଯାଇଥିବା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହକୁ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ମେଙ୍ଗାଲୁର ନିକଟସ୍ଥ ନେତ୍ରବାତୀ ନଦୀରେ ସେ ମଙ୍ଗଳବାରରେ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା।
ଅଗ୍ନିଶମ ବିଭାଗ ସହ ୨୦୦ ମତ୍ସଜୀବୀ ତାଙ୍କୁ ଦୀର୍ଘ…
ଏସିପି ସତ୍ୟଜିତ୍ ମିଶ୍ରଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି
କଟକ - ଓଡିଶା ଆରକ୍ଷୀ ଅଧିକାରୀ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍ ମିଶ୍ରଙ୍କୁ ପୁଲିସ୍ ଡିଜି ଆର୍ପି ଶର୍ମା ନିଲମ୍ବିତ କରିଛନ୍ତି।
ବାଲିଆପାଳରେ ନାବାଳକ ମୃତ୍ୟୁପରେ ଆଇଆଇସିଙ୍କ ଉପରେ ଆକ୍ରମଣ ପରେ ସେ ପୁଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ…
କେମିତି ନାରାୟଣ ପାଲଟିଲା ସାଇକୋ କିଲର !
କଟକ . - କଟକରେ ସିରିଏଲ୍ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…
ସଚିବାଳୟ ବା , ସେକ୍ରେଟେରିଏଟ୍ର ନାଆଁ ବଦଳିବ , ହେବ ଲୋକସେବା ଭବନ
ଭୁବନେଶ୍ୱର - ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍ର ନାଁ ବଦଳିବ । ଏହାର ନାମକୁ ଲୋକସେବା ଭବନ କରାଯିବ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି ।
ହୋମ୍ ଆଣ୍ଡ ଜେନେରାଲ୍ ଆଡମିନଷ୍ଟ୍ରେସନ୍ର ବଜେଟ ଉପସ୍ଥାପନା ସମୟରେ ସେ ଏ ବିଷୟରେ ସୂଚନା…
ମୁଖ୍ୟଖବର – ହେଡଲାଇନସ୍
- ପ୍ୟାରିସ୍ ସାଇକେଲ ରେସ୍ରେ ଭାଗ ନେବେ କେନ୍ଦୁଝରର ତୁଷାର ।
- ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ ରାକ୍ଷୀ ସାଓ୍ଵନ୍ତ
- ପାକିସ୍ତାନ ସେନାର ଏକ ବିମାନ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଗୁରୁତର ଆହତ…
ଜଙ୍ଗଲରୁ ଧରାହେଲେ ହତ୍ୟାକାରୀ
ପୁରୀ . - ପୁରୀ ଜିଲ୍ଲା ପିପିଲି ପୁରୀ ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ଜୁଲାଇ ୧୪ ତାରିଖ ଦିନ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ସତ୍ୟବାଦୀ ଥାନା ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଉମାଶଙ୍କର ଦାଶ ଏ ବିଷୟରେ ସୂଚନା ଦେଇଛନ୍ତି…
କୁମ୍ଭୀର ପ୍ରଜନନ ଋତୁ ପରେ ଅଗଷ୍ଟ ଏକ ତାରିଖରୁ ଖୋଲିବ ଭିତରକନିକା
ଭୁବନେଶ୍ୱର . - ବିଶ୍ୱପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି ।
ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ…