Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରର ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର : ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ!-->…
ଶିଳ୍ପରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଉ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୧ ସେପ୍େଟମ୍ବର ୨୦୨୪: ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରୁଥିବା କମ୍ପାନିଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ୱାନ ଦେଇ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ପକ୍ଷରୁ ଜନତା ମଇଦାନଠାରେ!-->…
ସୃଜନ ପକ୍ଷରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ୨୦୨୪ର ଆୟୋଜନ
ଭୁବନେଶ୍ୱର : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ତିନି ଦଶନ୍ଧିକୁ ପାଳନ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ପକ୍ଷରୁ ଏହାର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆୟୋଜନ କରାଯିବ । ଆସନ୍ତା!-->…
୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ୨୦୨୪
ଭୁବନେଶ୍ୱର : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ତିନି ଦଶନ୍ଧିକୁ ପାଳନ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ପକ୍ଷରୁ ଏହାର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆୟୋଜନ କରାଯିବ । ଆସନ୍ତା!-->…
ରିସର୍ଜେଂଟ୍ ଓଡ଼ିଶା ୨୦୨୪: ପ୍ରତିରକ୍ଷା ଓ ଏରୋସ୍ପେସ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରକୁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ଉପରେ ସରକାରଙ୍କ ଗୁରୁତ୍ୱ ବଜାୟ ରହିବ । ଏହି କ୍ଷେତ୍ର ଲାଗି ବିଭିନ୍ନ ପ୍ରକାର ସୁବିଧାସୁଯୋଗ ରହିଛି ଯାହାକୁ ନିବେଶକମାନେ ହାସଲ କରିପାରିବେ ବୋଲି ଇପିକଲର!-->…
ଜିକିତ୍ସା ହେଲ୍ଥକେୟାର ଲିମିଟେଡ ପକ୍ଷରୁ ୧୦ଟି ଅଟୋମାଟିକ ବ୍ଲଡପ୍ରେସର ମେଶିନ ବିତରଣ
ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭଭୁବନେଶ୍ୱର: ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ!-->…
ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ ଲକ୍ଷ୍ୟ: ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି!-->!-->!-->!-->!-->…
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ…
ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ ।!-->…
ବ୍ୟାଡ୍ମିଂଟନ ଏସିଆ ଜୁନିଅର୍ ଚାମ୍ପିଅନସିପ୍ରେ ଓଡିମିଆନ୍ ତନ୍ଭି ପାତ୍ରୀଙ୍କ ସଫଳତା
ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ ସ୍କୁଲ, ଭୁବନେଶ୍ୱରର ୧୩ ବର୍ଷୀୟ ଛାତ୍ରୀ ଓଡିମିଆନ୍ ତନ୍ଭି ପାତ୍ରୀ ପ୍ରତିଷ୍ଠିତ ବ୍ୟାଡ୍ମିଂଟନ ଏସିଆ ୧୭ବର୍ଷରୁ କମ ଓ ୧୫ବର୍ଷରୁ କମ ଜୁନିଅର ଚାମ୍ପିଅନ୍ସିପରେ ଅଣ୍ଡର-୧୫ ଗାର୍ଲସ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଓଡିଏମ୍ ଏଜୁକେଶ୍ନାଲ!-->…
ଅଲ୍ଟିମେଟ ପାର୍ଟି ସ୍ମାର୍ଟଫୋନ ଓପୋ ଏଫ୨୭ ୫ଜିର ଶୁଭାରମ୍ଭ
ଓପୋ ଇ-ଷ୍ଟୋର, ଫ୍ଲିପ୍କାର୍ଟ, ଆମାଜନ ଓ ମେନ୍ଲାଇନ ରିଟେଲ ଆଉଟଲେଟଗୁଡିକରେ କ୍ରୟ ପାଇଁ ଉପଲବ୍ଧ ହେବ।
ଓପୋ ଇଣ୍ଡିଆ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ୍- F27 5G ର ଲଂଚ୍ ଘୋଷଣା କରାଯାଇଛି ଯେଉଁଥିରେ ଓପୋର ନୂଆ ହାଲୋ ଲାଇଟ୍ ରହିଛି- ସ୍ମାର୍ଟଫୋନ୍ର ପଛରେ ଏଲ୍ଇଡିଗୁଡିକର ଏକ ସର୍କଲ!-->!-->!-->…