ଖୁସୀ ଖବର – ଆୟକରରେ ମିଳିପାରେ ରିହାତି, ଏମାନଙ୍କ ପାଇଁ ବନ୍ଦ ହେବ ୩୦ ପ୍ରତିଶତ ସ୍ଲାବ

ନୂଆଦିଲ୍ଲୀ . - ଆୟକର ଦାତାଙ୍କ ପାଇଁ ସରକାର ଏକ ବଡ ରିହାତି ପ୍ରଦାନ କରିପାରନ୍ତି । ଏକ ଘୋଷଣାରେ ସରକାର ୨୦ ଲକ୍ଷ ପର୍ଯ୍ୟନ୍ତ ଆୟକରଦାତାଙ୍କ ପାଇଁ ୩୦ ପ୍ରତିଶତ ସ୍ଲାବକୁ ବନ୍ଦ କରିପାରନ୍ତି । ଏବେ ଆୟକରରେ ମିଳୁଥିବା ରିହାତିରେ ବି ଲାଭ ହେବ । ୬.୨୫ ଲକ୍ଷ ଟଙ୍କାର ମିଳିବ ରିହାତି…

Income Tax : ଆୟକରରେ ରିହାତି ଦେବାପାଇଁ ଚିନ୍ତା କରୁଛନ୍ତି ମୋଦୀ ସରକାର, ଡିଟିସି ପ୍ୟାନେଲ ଦେଇଛନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ .- କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆୟକରରେ ବଡ ରିହାତି ଦେବା ପାଇଁ ଚିନ୍ତା କରୁଛନ୍ତି । ଗଣମାଧ୍ୟମରେ ଖବର ଅନୁଯାୟୀ ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ନିଜର ରିପୋର୍ଟ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ବିଭିନ୍ନ…

ନଡିଆ ଓ ସୁଜି ମୋଦକ

ନଡିଆ ଓ ସୁଜିରେ ଗଣେଶଙ୍କର ପ୍ରିୟ ମୋଦକ ତିଆରି କରିପାରିବେ । ମୋଦକ ଗଣେଶଙ୍କର ଅତି ପ୍ରିୟ ଏକ ବଡ ଚାମଚଘିଅ ନେଇ ସେଥିରେ ଏକ କପ୍‌ ସୁଜି ଏକ କପ୍‌ କୋରା ଯାଇଥିବା ନଡିଆ ପକାନ୍ତୁ ଏହାକୁ କଡେଇରେ ଭାଜନ୍ତୁ । ଟିକିଏ ଭାଜି ହୋଇ ଗଲେ ଗ୍ୟାସରୁ କାଢି ଆଣନ୍ତୁ ଥଣ୍ଡା ହେବା ପର୍ଯ୍ୟନ୍ତ…

ପ୍ରସ୍ତୁତ କରନ୍ତୁ ଗଣେଶଙ୍କର ପ୍ରିୟ ମୋଦକ

ତେଲରେ ଛଣା ମୋଦକ ପ୍ରସ୍ତୁତ କରିବା ପାଇଁ ଆପଣ ୨ କପ୍‌ ମଇଦା ସେ ଖାସ୍ତା ତିଆରି କରନ୍ତୁ ଏଥିରେ ଖୁଆ ପକାଇ ପୁଣି ଭଲକରି ମିଶାନ୍ତୁ ଅଧ କପ୍‌ କାଜୁ କାଟି କରି ପକାନ୍ତୁ ବାଦାମ ପିସ୍ତା ବି ପକାଇ ପାରିବେ ଏଥରେ ଗୁଜୁରାତି ଗୁଣ୍ଡ ପକାନ୍ତୁ ଏହପରେ ସମସ୍ତୁ ଜିନିଷକୁ ମିଶାଇ ମୋଦାକ…

୩୧ ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଘୂର୍ଣ୍ଣିବଳୟ ସକ୍ରିୟ ହେଉଥିବାରୁ ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ କେତେକ…

ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରିବା ମେମୁ ଟ୍ରେନ

ଭୁବନେଶ୍ୱର - ବୁଧବାରରୁ ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍‍ ୫୮୦୦୯/୫୮୦୧୦ ପରିବର୍ତ୍ତେ ମେମୁ ଟ୍ରେନ୍‍ ଚଳାଚଳ କରିବ । ଖଡଗପୁର-ଯାଜପୁର କେନ୍ଦୁଝର ରୋଡ଼-ଖଡଗପୁର ମେମୁ ଟ୍ରେନ୍‍ ୬୮୧୦୯/୬୮୧୧୦ ଚଳାଚଳ କରିବା ଦ୍ୱାରା ପୂର୍ବ ପ୍ରଚଳିତ ପାସେଞ୍ଜର…

ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ଫୁଟବଲ୍‌ ସଂଗଠନ ଫିପାର ମାନ୍ୟତା,ଆଉ ଏକ ବିଶ୍ୱକପ୍‍ ଆୟୋଜିତ ହେବ

ଭୁବନେଶ୍ୱର - ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ୍‍ ଆୟୋଜିତ ହେବ । ୨୦୨୦ ଫିଫା ୧୭ବର୍ଷରୁ କମ୍‍ ମହିଳା ଫୁଟବଲ ବିଶ୍ୱକପ୍‍ର କିଛି ମ୍ୟାଚ୍‍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ୨୦୨୦ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‍ ଲାଗି ଦେଶର ପ୍ରଥମ ଆୟୋଜକ ସହର…

ଖୁବ ଶୀଘ୍ର ତାଳଚେରରେ ଆରମ୍ଭ ହେବ ସାର କାରଖାନା

ନୂଆଦିଲ୍ଲୀ - ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଏହା ଭାରତର…

ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ

ଭୁବନେଶ୍ୱର - ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥନୈତିକ ଗଣନା ପାଇଁ ବିକଶିତ ହୋଇଥିବା ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍କୁମଧ୍ୟ ଲୋକାର୍ପଣ କରାଯାଇଛି ।…

ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ , ଏକ ଟଙ୍କାରେ ମିଳିବ….

ନୂଆଦିଲ୍ଲୀ -ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସାନିଟାରୀ ନ୍ୟାପ୍‍କିନ୍‍ର ମୂଲ୍ୟ ୧ ଟଙ୍କାକୁ ହ୍ରାସ କରିଛନ୍ତି ।  ଦେଶର ବିଭିନ୍ନ ସ୍ଥାନରେ ଥିବା ଜନଔଷଧି କେନ୍ଦ୍ରରେ ଏହି ନ୍ୟାପକିନ୍‍ ସୁଲଭ ମୂଲ୍ୟରେ ମିଳିବ…