Sign in
Sign in
Recover your password.
A password will be e-mailed to you.
କରୋନା- କେନ୍ଦ୍ର ସରକାରଙ୍କ ତାଲିକା: ଓଡିଶାର ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ
ଭୁବନେଶ୍ୱର - ପ୍ରତିଦିନ ଦେଶରେ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଦେଶବ୍ୟାପି ସମସ୍ତ ଜିଲ୍ଲାର ତଥ୍ୟ ଆଧାରରେ ବିଭିନ୍ନ ଜୋନ୍ ଘୋଷଣା କରିଛନ୍ତି । ଅଧିକସଂକ୍ରମଣ ଥିବା ଜିଲ୍ଲାଗୁଡିକୁ ରେଡ୍ ଜୋନ୍ ଭାବେ ଚିହ୍ନଟ…
ମାର୍ଗଦର୍ଶିକା ଅନୁସାରେ ଆସନ୍ତା ଅଗଷ୍ଟ ପହିଲାରୁ ମହାବିଦ୍ୟାଳୟ ଖୋଲିବ
ନୂଆଦିଲ୍ଲୀ - କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସି ପକ୍ଷରୁ ଶିକ୍ଷାବର୍ଷ କାର୍ଯ୍ୟସୂଚୀ ଓ ପରୀକ୍ଷା ସମ୍ପର୍କୀତ ନୂତନ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଯେଉଁ ରାଜ୍ୟରେ କରୋନାର ପ୍ରାର୍ଦୁଭାବ ହ୍ରାସ ପାଇଛି ସେଠାରେ ଆସନ୍ତା ଜୁଲାଇ ମାସରୁ ପରୀକ୍ଷା ଆରମ୍ଭ ହୋଇପାରିବ ବୋଲି…
ଦୁଇ ସପ୍ତାହ ଲକ୍ଡାଉନ୍ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ଲକ୍ଡାଉନ ସ୍ଥିତିକୁ ପୁଣି ଆଉ ଦୁଇସପ୍ତାହ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୪ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ଶେଷ…
ଯାଇ ପାରୁ ନାହାନ୍ତି ଏଟିଏମ୍ , ତେବେ ଏବି ୫ଟି ଉପାୟରେ ଘରେ ବସି ପାଆନ୍ତୁ ଟଙ୍କା
ନୂଆଦିଲ୍ଲୀ - କରୋନା ଯୋଗୁଁ ସାରା ଦେଶରେ ଏବେ ଲକ୍ଡାଉନ୍ । ଏଥିରେ ଅନେକ ଲୋକ ଆବଶ୍ୟକତା ସ୍ଥଳରେ ଏଟିଏମ୍କୁ ଯାଇ ପାରୁ ନାହାନ୍ତି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି କିଛି ବିକଳ୍ପ ଅଛି ଯେଉଁଥିରେ ଆପଣ ଘରେ ବସି ଟଙ୍କା ପାଇ ପାରିବେ । ଡାକଘର କିମ୍ବା ପୋଷ୍ଟ ପିଅନଙ୍କୁ କଲ୍ କରି…
ଲକ୍ଡାଉନ୍ ସାରା ଦେଶରେ ମେ ୪ ତାରିଖରୁ କୋହଳ ହେବ- ଜାରି ହେବ ନୂଆ ମାର୍ଗ ଦର୍ଶିକା
ନୂଆଦିଲ୍ଲୀ -ଲକ୍ଡାଉନ୍ ସାରା ଦେଶରେ ମେ ୪ ତାରିଖରୁ କୋହଳ ହେବ- ଜାରି ହେବ ନୂଆ ମାର୍ଗ ଦର୍ଶିକା କରୋନା ମହାମାରୀର ମୁକାବିଲାପାଇଁ ଆସନ୍ତା ମେ ୪ ତାରିଖରୁ ଦେଶରେ ନୂଆ ମାର୍ଗଦ୍ରଶିକା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମେ ୪ ତାରିଖରୁ…
ନ୍ୟୁୟର୍କର ନର୍ସ କହିଲେ ଏହା ହରର ମୁଭି ପରି- କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରେ ରଖିବା ଯୋଗୁଁ ସେମାନଙ୍କର…
ନ୍ୟୁୟର୍କ - ଆମେରିକାର ଜଣେ ଫ୍ରଣ୍ଟ ଲାଇନ୍ ନର୍ସ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ବେଳେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । ଏହା ଏକ ହରର ମୁଭି ପରି । କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖିବା ଦ୍ୱାରା ସେମାନଙ୍କର ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେଉଛି । ଏଥିପାଇଁ…
ଲକ୍ଡାଉନ୍ରେ ପାକିସ୍ତାନ ବନ୍ଦ କରିନି ଆତଙ୍କ ଫ୍ୟାକ୍ଟ୍ରୀ , ଲଞ୍ଚିଂ ପ୍ୟାଡ୍ରେ ୨ ଗୁଣା ଆତଙ୍କବାଦୀ
ଶ୍ରୀନଗର -ଏବେ ସାରା ଦୁନିଆ କରୋନା ଆତଙ୍କରେ ରହିଥିବା ବେଳେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ତାଲିମ ଦେବା ସହ ଭାରତ ଭିତରକୁ ଅନୁପ୍ରବେଶ କରାଇବା ପାଇଁ ଯୋଜନା କରୁଛି । ଏଥିପାଇଁ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ଲଞ୍ଚପ୍ୟାଡ୍ରେ ଆତଙ୍କବାଦୀମାନଙ୍କୁ ଠୁଳ କରୁଛି । ସେନାର ବରିଷ୍ଠ…
କରୋନା ସଙ୍କଟ – କେନ୍ଦ୍ରୀୟ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା କାଟିବା ପରେ ଏବେ ଅନ୍ୟ ଭତ୍ତା କାଟିବା…
ନୂଆଦିଲ୍ଲୀ - କରୋନା ସଙ୍କଟ ଓ ଲକ୍ ଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଏବେ କର୍ମଚାରୀମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ଦେବାପାଇଁ ଠିକ୍ କରିଛନ୍ତି । ଏହା ସହ ସେମାନଙ୍କର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…
ମଧ୍ୟପ୍ରଦେଶରେ ଗୋଟିଏ ଖୁର ଓ ତଉଲିଆରେ ଚୁଟି ଦାଢି କାଟିଲେ, ସମସ୍ତେ କରୋନା ସଂକ୍ରମିତ
ଭୋପାଳ - ମଧ୍ୟପ୍ରଦେଶରେ ଜଣେ ସେଲୁନ୍ ବାଲା ଗୋଟିଏ ଖୁର ଓ ତଉଲିଆରେ ଅନେକ ଲୋକଙ୍କର ଚୁଟି ଓ ଦାଢି କାଟିଥିଲେ । ଏହାପରେ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶ ଖରଗାନେ ଜିଲ୍ଲାର ବଡଗାଁରେ କରୋନା ସଂକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସେହି ଗାଁରେ…
ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…