ଜୀବିକା ବଞ୍ଚାଇବାକୁ ଲକ୍‍ଡାଉନ୍‍ ଖୋଲା ହୋଇଛି । ଜୀବନ ସଙ୍କଟରେ ପକାଇବାକୁ ନୁହେଁ

ଭୁବନେଶ୍ୱର - ଜୀବିକା ବଞ୍ଚାଇବାକୁ ଲକ୍‍ଡାଉନ୍‍ ଖୋଲା ହୋଇଛି । ଜୀବନ ସଙ୍କଟରେ ପକାଇବାକୁ ନୁହେଁ । ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଘରେ ରହିବା, ମାସ୍କ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ…

ପୁଲିସ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - କରୋନା-ଆଇନଶୃଙ୍ଖଳା ରାଜ୍ୟରେ କରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ପୁଲିସ୍‍ ବିଭାଗର ବରିଷ୍ଠ ଅଧିକାର, ବିଭିନ୍ନ ରେଞ୍ଜ୍‍ର ଡି.ଆଇ.ଜି., ଡି.ସି.ପି. ଏବଂ ଜିଲ୍ଲା ଏସ୍‍.ପି.ମାନଙ୍କ…

ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ

ନୂଆଦିଲ୍ଲୀ - କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି । ଜୁନ୍‍  ମାସପାଇଁ ଏହି ଅର୍ଥ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା । ଆର୍ଥିକ ସେବା…

ଥାନାରେ ସଙ୍ଗରୋଧ -ଜରଡ଼ା ଥାନା କର୍ମଚାରୀମାନେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କର୍ମଚାରୀମାନେ ୧୪ ଦିନିଆ ସଙ୍ଗରୋଧରେ ରହିବେ । ପୁଲିସ୍‍ କର୍ମଚାରୀ ସମୂହ ଭାବେ ସଙ୍ଗରୋଧରେ ରହିବା ଘଟଣା ନେଇ ବ୍ୟବସ୍ଥା ହେଉଛି । ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ୪ ଦିନ ପୂର୍ବେ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ଦୁଇ ଜଣ କରୋନା…

କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ

କଟକ - ବାତ୍ୟା ଅମ୍ପନର ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍‍ ହସ୍ପିଟାଲକୁ…

ଅନେକ ମୋବାଇଲ୍‌ରେ କରିପାରିବେ ଗୋଟିଏ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଲଗଇନ୍‌- ଖୁବଶୀଘ୍ର ଆସୁଛି ଏହି ଅପ୍‌ଡେଟ୍‌ ଫିଚର

ଏବେ କେବଳ ଗୋଟିଏ ଫୋନ୍‌ ନମ୍ବର ଆକାଉଣ୍ଟକୁ ଗୋଟିଏ ଫୋନ୍‌ରେ ଲୋଡ୍ ବା ବ୍ୟବହାର କରିହେଉଛି । ମାତ୍ରା ସ୍ମାର୍ଟଫୋନ୍‌ରେ ଆପଣ ବିଭିନ୍ନ ଆପ୍‌ ଲୋଡ କରି ଦୁଇଟି ଆକାଉଣ୍ଟ ବ୍ୟବହାର କରିପାରିବେ । ମାତ୍ର ଗୋଟିଏ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ୍‌ରେ ବ୍ୟବାହାର କରିହେବ । ହ୍ୱାଟସ୍‌ଆପ୍‌ ଖୁବ ଶୀଘ୍ର…

ସଟ ଡାଉନ୍‌ ସମୟରେ ଏହି ସବୁ ସେବା ଜାରି ରହିବ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା ୧୧ଟି ଜିଲ୍ଲାରେ ଚଳିତମାସର ପ୍ରତି ଶନିବାର ଓ ରବିବାର ସଟ୍‍ଡାଉନ୍‍ କରିବା ଲାଗି ସରକାରଙ୍କ ନିଷ୍ଠତ୍ତି ଆଜିଠାରୁ ଲାଗୁ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନୟାଗଡ, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର,…

ବଙ୍ଗୋପ ସାଗରରେ ଲଘୁଚାପ – ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର - ଜୁନ୍‌ ୮ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାଷ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୯ତାରିଖରୁ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରଜ ପୂର୍ବରୁ…

ସ୍ନାନଯାତ୍ରା ଶେଷ-ଶ୍ରୀମନ୍ଦିରରେ ପଟି ଦିଅଁଙ୍କର ପୂଜା ଆରମ୍ଭ

ପୁରୀ - ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ପରେ ଚତୁର୍ଦ୍ଧାମୂର୍ତ୍ତଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହଣ୍ଡିରେ ଅଣସର ଘରକୁ ନେଇଛନ୍ତି । ଅଣସରଘରେ ପ୍ରବେଶ ପୂର୍ବରୁ…

ସମସ୍ତ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର…

ଭୁବନେଶ୍ୱର - ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା, ବ୍ଲକ, ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ଜାରି…