Sign in
Sign in
Recover your password.
A password will be e-mailed to you.
ବିନା ଏସିରେ ସରକାରୀ ବୈଠକ- ନୂତନ ନିର୍ଦ୍ଦେଶାବଳୀ ଜାରି
ଭୁବନେଶ୍ୱର - ନୂତନ ନିର୍ଦ୍ଦେଶାବଳୀ ସରକାରୀ ବୈଠକ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ସରକାରୀ ବୈଠକକୁ ଯଥାସମ୍ଭବ ସୀମିତ ରଖିବା ପାଇଁ…
ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହୋଇଛି
ଭୁବନେଶ୍ୱର - ସଟ୍ଡାଉନ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ମୁକାବିଲା ପାଇଁ ଆଜି ଏବଂ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହୋଇଛି । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ମଧ୍ୟ ଲାଗୁ ହେବ । ତେବେ ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି…
ପ୍ରଧାନମନ୍ତ୍ରୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ…
ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ଧରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ କୋଭିଡ୍ ସଂକ୍ରମଣ ପରିସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।
ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ…
ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ
ଭୁବନେଶ୍ୱର - ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ । ଏହାବ୍ୟତୀତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍-୧୯ ନିର୍ଦ୍ଦେଶାବଳୀ…
ଶନିବାର ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହେବ
ଭୁବନେଶ୍ୱର - କରୋନା ମୁକାବିଲା ପାଇଁ ଆସନ୍ତାକାଲି ଶନିବାର ଓ ତା’ପର ଦିନ ଅର୍ଥାତ୍ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହେବ । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ଲାଗୁ ହେବ । ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ…
ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍
ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି। କିଣାକିଣି ପାଇଁ ଲୋକ ଗହଳି ଏବଂ ସାମାଜିକ ଦୂରତା ପାଳନ କରୁ ନ ଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ ହୋଇଛି। ବି.ଡି.ଏ.-ବି.ଏମ୍.ସି.ର ମିଳିତ ସ୍କ୍ୱାର୍ଡ ତଥା କମିଶନରେଟ୍ ପାଲିସ୍ ସହାୟତାରେ ମାର୍କେଟ୍ ବିଲ୍ଡିଂ ଭିତରେ ଥିବା…
ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ବିନା ମୂଲ୍ୟରେ ଏକ ବର୍ଷ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍
ଭୁବନେଶ୍ୱର / ମୁମ୍ବାଇ: ଜିଓ ଫାଇବର୍ ଉପଭୋକ୍ତା ଏବେ ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ସଦସ୍ୟତା ମାଗଣାରେ ପାଇପାରିବେ । ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ୍, ପ୍ଲାଟିନମ୍ ଓ ଟାଇଟାନିଅମ ପ୍ଲାନ୍ରେ ଥିବା ଉପଭୋକ୍ତାମାନେ ଏବେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୯୯୯ ଟଙ୍କା ମୂଲ୍ୟର ଆମାଜନ୍…
ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି
ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ଦୋଳି ଖେଳ, ମେଳା ମହୋତ୍ସବ ବା ପାରମ୍ପରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି ।
କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ…
ଦେଶରେ କରୋନା ଆରୋଗ୍ୟ ହାର ୪୯ ପ୍ରତିଶତ
ନୂଆଦିଲ୍ଲୀ - ଦେଶରେ କରୋନା ଆରୋଗ୍ୟ ହାର ୪୯ ପ୍ରତିଶତ ପ୍ରତିଶତ ରହିଥିବାବେଳେ ଏହି ସଂଖ୍ୟା ୧ ଲକ୍ଷ ୪୭ ହଜାର ୧୯୫ରେ ପହଞ୍ଚିଛି । ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଛିଛି ।
ଗୁରିବାରରେ ଗୋଟିଏ ଦିନରେ ୧୦ ହଜାର ୯ ଶହ ୫୬ ଆକ୍ରାନ୍ତ…
ମାଲକାନଗିରିରେ ହାବିଲଦାର କରୋନା ପଜେଟିଭ୍ – ମୋଟୁ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ଯିବା…
ମାଲକାନଗିରିରେ ଆଜି ଚିହ୍ନଟ ୩ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରେ ଜଣେ ହାବିଲ୍ଦାର ଥିବା ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ସମ୍ପୃକ୍ତ ହାବିଲ୍ଦାର ଜଣକ ମୋଟୁ ବର୍ଡ଼ର ଚେକ୍ପୋଷ୍ଟରେ କାର୍ଯ୍ୟରତ ଥିଲେ ।
ପଜିଟିଭ୍ ଚିହ୍ନଟ ହେବା ପରେ ମୋଟୁ ଥାନା ଆଇ.ଆଇ.ସି.ଙ୍କ ସମେତ…