Sign in
Sign in
Recover your password.
A password will be e-mailed to you.
ଦେଶ ତଥା ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ
ଗତ କିଛିଦିନ ହେବ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି କେତେକ ସ୍ଥାନରେ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାର
ପରିଲକ୍ଷିତ ହେଉଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫…
ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଦେଇ ସମସ୍ତ ବସ୍ ଚଳାଚଳ ଆରମ୍ଭ ହୋଇଛି
ବସ୍ ଚଳାଚଳ ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଦେଇ ସମସ୍ତ ବସ୍ ଚଳାଚଳ ଆରମ୍ଭ ହୋଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ହସ୍ତକ୍ଷେପରେ ଏହି ବସ୍ ସେବା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲାର ଘରୋଇ ବସ୍ଗୁଡିକୁ ଚଳାଚଳ ନେଇ ପରମିଟ୍ ପ୍ରଦାନ…
ୟୁ.ଜି.ସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ମାର୍ଗଦର୍ଶିକା ଜାରି
ୟୁ.ଜି.ସି. - କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବା ପରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ - ୟୁ.ଜି.ସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର କିଂବା ରାଜ୍ୟ ସରକାରଙ୍କ ଦ୍ୱାରା…
ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି
ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ସହର ହେଉଛି ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତାପମାତ୍ରା ହ୍ରାସ…
ମ୍ୟାଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍ଅପ୍ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦେଶ
ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍ଅପ୍ ଆସନ୍ତା ମ୍ୟାଟ୍ରିକ୍ ପରୀକ୍ଷା ଫର୍ମ ଫିଲ୍ଅପ୍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)…
ସତୀଶଧାବନ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ପର୍ଯ୍ୟବେକ୍ଷଣ ଉପଗ୍ରହ ଇ.ଓ.ଏସ.-୧କୁ ସଫଳତାର ସହ ଉତ୍କ୍ଷେପଣ
ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟା ସ୍ଥିତ ସତୀଶଧାବନ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ପର୍ଯ୍ୟବେକ୍ଷଣ ଉପଗ୍ରହ ଇ.ଓ.ଏସ.-୧କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ଏଥିସହ ୯ଟି ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯାଇଛି । ଆଜି ଅପରାହ୍ନ ୩ଟା ୧୧ମିନିଟ୍ରେ ଏହା କରାଯାଇଥିଲା ।…
ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ଟ୍ରିବୁନାଲରେ ଦାବି କରିଛି
ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ଟ୍ରିବୁନାଲରେ ଦାବି କରିଛି
ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳବିବାଦ ମାମଲାର ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକର ସବିଶେଷ ତଥ୍ୟ ପ୍ରଦାନ…
ଅନ୍ୟ ଧର୍ମରେ ଦୀପାବଳିର ମହତ୍ତ୍ୱ
ଜୈନ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ ଦିନ: ଜୈନ ଧର୍ମରେ ଦିପାବଳୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ଆଧୁନିକ ଜୈନ ଧର୍ମ ସ୍ଥାପନ ହୋଇଥିଲା । ଏହା ସହ ଦିପାବଳୀ ଦିନ ଜୈନିକ ଧର୍ମର ନିର୍ବାଣ ବା ମୋକ୍ଷ ପ୍ରାପ୍ତି ଲାଭ ହୋଇଥିଲା।
ଆର୍ୟ ସମାଜ: ଆର୍ୟ ସମାଜ ସ୍ଥାପକ ମହର୍ଷି ଦୟାନନ୍ଦ…
ଦୀପାବଳି କିପରି କରିବେ ମା ’ଲକ୍ଷ୍ମୀଙ୍କୁ ପ୍ରସନ୍ନ
ଦୀପାବଳି ରାତିରେ ମା’ଲକ୍ଷ୍ମୀ ଗୃହମାନଙ୍କରେ ବିଚରଣ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘର ସ୍ୱଚ୍ଛ ଥିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଗୃହ ଭିତରକୁ ପ୍ରବେଶ କରିଥାଆନ୍ତି। କିଛି ସହଜ ଉପାୟ ଓ ବିଧି ମାଧ୍ୟମରେ ଆମେ ମା’ଙ୍କ ପୂଜାର୍ଚ୍ଚନା କରି ସୁଖସମୃଦ୍ଧି ଓ କୃପା ଲାଭ…
ଉତ୍ସାହ ଓ ଆଲୋକର ପର୍ବ ଦିପାବଳୀ
ଭାରତରେ ଅନେକ ପର୍ବପର୍ବାଣୀର ପାଳନ କରାଯାଏ । ଏହି ପର୍ବ ଭାରତୀୟ ସଭ୍ୟତା – ସଂସ୍କୃତିର ମୁଖ୍ୟ ପର୍ବ ଝଲକ ଦେଖିବାକୁ ମିଳେ ।
ଦୀପାବଳି ଉତ୍ସାହ, ଉଲ୍ଲାସ, ଭାତୃତ୍ୱ ତଥା ପୂଜାର୍ଚ୍ଚନାର ପର୍ବ ଅଟେ। ଦିପାବଳୀର କିଛି ଦିନ ପୂର୍ବରୁ ଘରକୁ ଭଲ ଭାବେ ସଫାସୁତରା କରାଯାଏ
ଦୀପାବଳୀରେ ଘରକୁ ଖୁବ…