ପାଟଣାଗଡ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଥିବା ଅରୁଣ ବୋଥ୍ରା ଆରମ୍ଭ କଲେ ପରୀ ହତ୍ୟା ଘଟଣାର ତଦନ୍ତ

ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ହାଇକୋର୍ଟ ନିରୀକ୍ଷଣରେ ତଦନ୍ତ କରିବା ନିମନ୍ତେ ଏସଆଇଟି ଟିମ୍‌ ଏଠାରେ ଆସି ପହଞ୍ଚିଛନ୍ତି । ଏହି ଟିମର ୪ଜଣ ସଦସ୍ୟ ପ୍ରଥମେ ଆସି ଏଠାରେ ଥିବା ସର୍କିଟ ହାଉସରେ ରହିଥିଲେ । ପବରର୍ତ୍ତୀ ସମୟରେ ଟିମର…

ରାଜ୍ୟର ମେଡ଼ିକାଲ କଲେଜ ଗୁଡ଼ିକରେ ମଙ୍ଗଳବାରରୁ  ଶିକ୍ଷାଦାନ ଆରମ୍ଭ ହେବ

ରାଜ୍ୟର ମେଡ଼ିକାଲ କଲେଜ ଗୁଡ଼ିକରେ ମଙ୍ଗଳବାରରୁ  ଶିକ୍ଷାଦାନ ଆରମ୍ଭ ହେବ । ଅପରପକ୍ଷରେ ଆସନ୍ତା ଡିସେମ୍ବର ୭ ତାରିଖରୁ ଏମ୍‍ବିବିଏସ୍‍ ପ୍ରଥମବର୍ଷ ପରୀକ୍ଷା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । . ଜାତୀୟ ମେଡ଼ିକାଲ କମିସନ ଆସନ୍ତା ବର୍ଷ ଫେବୃୟାରୀ…

ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ

କଟକସ୍ଥିତ ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନାକୁ କମିସନରେଟ୍‍ ପୁଲିସ ଠାବ କରିଛି । ଏହାସହ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ମଧ୍ୟ ଜବତ କରାଯାଇଛି । ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ସାମଗ୍ରୀକୁ ମଧ୍ୟ ପୁଲିସ ଜବତ କରିଛି । ସୂଚନାଯୋଗ୍ୟ ଲଗାତାର…

ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି

ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି - ଏ ନେଇ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଜବାବ୍‍ ତଲବ କରିଛନ୍ତି । ଅଭିଯୁକ୍ତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ…

ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଏଣିକି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ – ଏହି ତାରିଖରୁ ଲାଗୁ ହେବ ନିୟମ

ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଏଣିକି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶାନାମା ଆସନ୍ତା ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ଏଥିସହ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଅନୁଯାୟୀ…

ବିଧାନସଭା ଶୀତକାଳୀନ ଅଧିବେଶନ ଶେଷ

ବିଧାନସଭାର ଶୀତକାଳୀନ ଅଧିବେଶନକୁ ବାଚସ୍ପତି ଡକ୍ଟରର ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି । ତେବେ ଆଜି ବିଧାନସଭା ପରୀ ହତ୍ୟା ମାମଲାକୁ ନେଇ ବିରୋଧୀ…

ରାଜ୍ୟରେ କ୍ରମଶଃ ବଢୁଛି ଶୀତ- ଆହୁରି ୪୮ ଘଣ୍ଟାରେ କମିବ ତାପମାତ୍ରା

ଦକ୍ଷିଣ ଆଣ୍ଡାମାନ୍‍ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ ବଳୟ ଧୀରେ…

ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ

ଦୀର୍ଘ ୨୫ ବର୍ଷ ପରେ କରୋନା କଟକଣା ମଧ୍ୟରେ କଟକ ସ୍ଥିତ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଓଷା ନୀତି ପାଇଁ ଦେବତ୍ତ୍ୱର ଓ ପୂଜକ ସମାଜ ପକ୍ଷରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ବଡ଼ଓଷା ନୀତି ଅନୁଯାୟୀ ରାତି ୨ଟାରୁ ୩ଟା ମଧ୍ୟରେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଓ ରବିବାର…

। ତେବେ ଆସନ୍ତା ଡିସେମ୍ବର ମାସରେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟ ମୋଟ୍‍ କର୍ମଚାରୀ ସଂଖ୍ୟାର ୭୫ ଭାଗ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି  । ତେବେ…