ନଭେମ୍ବରରେ ହୋଣ୍ଡା ୨ ହ୍ୱିଲର୍ସ ବିକ୍ରିରେ ୧୧ଧ ଭଳି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି

ଭୁବନେଶ୍ୱର: ଉତ୍ସବ ଋତୁରେ ବିକ୍ରି ବହୁତ ଭଲ ରହିବା କାରଣରୁ ଚଳିତ ବର୍ଷ ନଭେମ୍ବରରେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ୧୧ଧ ବୃଦ୍ଧି ହାସଲ କରିଛି । ୨୦୧୯ରେ କଂପାନି ୩୭୩,୨୮୩ଟି ଗାଡ଼ି ବିକିଥିଲା । ଚଳିତ ବର୍ଷ ସେହି…

କେୟାର ହେଲଥ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଅଭିନବ ଉତ୍ସବ କେୟାର ସିଲଡ୍‌ ଉନ୍ମୋଚିତ

ଭୁବନେଶ୍ୱର: କେୟାର ହେଲଥ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ କେୟାର ସିଲ୍‌ଡକୁ ଉନ୍ମୋଚନ କରାଯାଇଛି । ଏହି ତିନି ପ୍ରକାର ସୁବିଧା ଥିବା ଅଭିନବ ଉତ୍ପାଦକୁ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆଗରୁ ସାମିଲ ନଥିବା କିଛି ନିର୍ଦିଷ୍ଟ ମେଡିକାଲ୍‌ ଖର୍ଚ ଏବଂ ନୋ କ୍ଲେମ୍‌ ବୋନସ୍‌ ଲାଭ…

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର । ସମ୍ବଲପୁର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳରେ ବିଲ ଭିତରେ ଥିବା ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି ବୋଲି ଡି.ଏଫ୍‍.ଓ. ସଂଜୀତ୍‍ କୁମାର ସୂଚନା ଦେଇଛନ୍ତି । ତେବେ ଗତ ଦୁଇଦିନ…

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଜୟ କୃଷ୍ଣ ପଟେଲ ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଜୟ କୃଷ୍ଣ ପଟେଲ   ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଷ୍ଟିସ୍‍ ପଟେଲଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାନବଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତ ବିଜ୍ଞପ୍ତି…

ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍‌.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ

ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍‌.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ…

ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍ ‘ଅକ୍ଟେନ୍‍୧୦୦’ର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ

ଦେଶର ନାଗରିକଙ୍କ ଜୀବନଶୈଳୀକୁ ଅଧିକ ସହଜ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତକାଲି ଇଣ୍ଡିଆନ୍‍ ଅୟେଲ୍‍ ଦ୍ୱାରା ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍…

୩୧ତମ ଜାତୀୟ କୋଣାର୍କ ନୃତ୍ୟଉତ୍ସବ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆରମ୍ଭ ହୋଇ

୩୧ତମ ଜାତୀୟ କୋଣାର୍କ ନୃତ୍ୟଉତ୍ସବ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆରମ୍ଭ ହୋଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ  ଅଷ୍ଟମ ଆର୍ନ୍ତଜାତୀୟ ବାଲୁକା କଳା ମଧ୍ୟ ଆଜି ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପର୍ଯ୍ୟଟନ ସଚୀବ, ନିର୍ଦ୍ଦେଶକ, ଓ ପୁରୀ ଜିଲ୍ଲାପାଳ…

ରାଜ୍ୟରେ   ସମସ୍ତ ରୁଟ୍‍ରେ ‘ମୋ ବସ୍‍’ ସେବା ଆରମ୍ଭ

ରାଜ୍ୟରେ   ସମସ୍ତ ରୁଟ୍‍ରେ ‘ମୋ ବସ୍‍’ ସେବା ଆରମ୍ଭ ହୋଇଛି । କୋଭିଡ୍‍ ନିୟମ ପାଳନକରି ମୋ ବସ୍‍ ସେବା ଆରମ୍ଭ କରାଯାଇଛି ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ସୂଚନା ମିଳିଛି । ତେବେ କେବଳ ୨୯ ନମ୍ବର ରୁଟ୍‍କୁ ଛାଡ଼ି ଅନ୍ୟ ୨୨ଟି ରୁଟ୍‍ରେ ମୋଟ୍‍ ୧୪୪ଟି…

ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର

ଭୁବନେଶ୍ୱର - ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା …

ରାତିରେ ପ୍ରବଳ ଶୀତ- ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ

ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରୀ ହ୍ରାସ ପାଇଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦୁଇଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି  । …