ନରସିଂହ ମିଶ୍ର ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମକୁ କହିଛନ୍ତି

ନରସିଂହ ସୁସ୍ଥ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅସୁସ୍ଥ ହୋଇ ଏକ ଘରୋଇ ହସ୍‍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ମିଶ୍ର ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମକୁ କହିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର…

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବାରେ ଉତ୍ତମ…

ଆଇଏସ୍‍ଓ ପ୍ରମାଣପତ୍ର ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବାରେ ଉତ୍ତମ ଗୁଣବତ୍ତା ଓ ନିରନ୍ତର ପ୍ରୟାସ ପାଇଁ ଆଇଏସଓ ପ୍ରମାଣ ପତ୍ର ମିଳିଛି । ଜିଲ୍ଲାପାଳ ଡ଼.ପୋମା ଟୁଡୁ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ଶକ୍ତି…

ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ୧୦୦ ବର୍ଷ ପୂର୍ତ୍ତି ସ୍ମରଣ-ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ ପାଳନ କରାଯିବ

ରାଜ୍ୟରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ୧୦୦ ବର୍ଷ ପୂର୍ତ୍ତି ସ୍ମରଣ ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ ପାଳନ କରାଯିବ । ଏହି ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ…

ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍‍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି କ୍ୟାବିନେଟ୍‍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ…

ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି-ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା

ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି କମିଶନରେଟ ପୁଲିସ୍‍ ପକ୍ଷରୁ ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀରେ ୨୪ଘଣ୍ଟିଆ ପଇଁତରା ଲାଗି ୧୫ଟି ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା କିଣାଯିବ ।…

ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ…

ରାଜ୍ୟସରକାର ଲର୍ଣ୍ଣର ଲାଇସେନ୍ସ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି । ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କର ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି । ଏହି ସମୟ ଭିତରେ ସେମାନେ ଡି ଏଲ୍‍ ପାଇଁ ଆବେଦନ…

ଶୀତରୁ ରକ୍ଷା ପାଇଁ -ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ…

ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ଓଢଣ ବା ପ୍ରାବରଣ ଷଷ୍ଠୀ ଶ୍ରୀମନ୍ଦିରରେ ଏକ ପ୍ରମୁଖ ପର୍ବଭାବେ ପାଳିତ ହୋଇଆସୁଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ…

ଶିଶୁକନ୍ୟା ପରୀ ସମେତ ରାଜ୍ୟର ୫ ହଜାରରୁ ଊଦ୍ଧ୍ୱର୍ ନିଖୋଜ ଶିଶୁଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭାରତୀୟ ଜନତା ପାର୍ଟି…

ଶିଶୁକନ୍ୟା ପରୀ ସମେତ ରାଜ୍ୟର ୫ ହଜାରରୁ ଊଦ୍ଧ୍ୱର୍ ନିଖୋଜ ଶିଶୁଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ପକ୍ଷରୁ ୫ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି । ସକାଳ ୯ଟାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପରୀର ଗାଁ ଯଦୁପୁର ଠାରେ…

ଆଜିଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ଶୀତ ଲହରୀ ଅନୁଭୂତ

ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଘଟି ଦିନକୁଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ଶୀତ ଲହରୀ ଅନୁଭୂତ ହେବାର…

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ…

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ ବନ୍ଦରାଞ୍ଚଳକୁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ୍‍…