Sign in
Sign in
Recover your password.
A password will be e-mailed to you.
ଉନ୍ମତ ଭୈରବଙ୍କୁ ପୂଜା କେଲେ ଗୃହ କଳହରୁ ମିଳେ ମୁକ୍ତି, ଚାକିରିରେ ପ୍ରମୋସନ ମିଳେ
ଭୁବନେଶ୍ୱର- ସାଧାରଣତଃ ବଟୁକ ଭୈରବ ଏବଂ କାଳ ଭୈରବଙ୍କର ପୂଜା କରାଯାଇଥାଏ । ଶ୍ରୀ ଲିଙ୍ଗ ପୁରାଣ ଅନୁସାରେ ୫୨ ଜଣ ଭୈରବଙ୍କର ପୂଜା କରାଯାଉଥିବା ସୂଚନା ମିଳେ । ମାତ୍ର ୮ଟି ବା ଅଷ୍ଟ ସ୍ୱରପଙ୍କର ପଜା କରାଯାଏ । ଅସିତାଙ୍କ ଭୈରବ, ରୁଦ୍ରା ବା ରୁରୁ ଭୈରବ, ଚଣ୍ଡ ଭୈରବ , କ୍ରୋଧ ଭୈରବ ,ଉନ୍ମତ…
କୋରିଆନ୍ ସିନେମାକୁ କପି କରି ରିମେକ୍- ରାଧେ ତିଆରି କରିଛନ୍ତି ସଲମାନ୍, ପୋଷ୍ଟର ବି କପି
ମମ୍ବଇ- ସଲମନ ଖାନ୍ଙ୍କ ପରବର୍ତ୍ତୀ ସିନେମା ରାଧେ କୋରିଆନ୍ ସିନେମା ଆଉଟ୍ ଲର ରିମେକ୍ ବୋଲି କୁହାଯାଉଛି । ଏପରିକି ଏହି ସିନେମାର ପୋଷ୍ଟରକୁ ମଧ୍ୟ କପିକରାଯାଇଥିବା ଅଭିଯୋଗ ହୋଇଛି । ସିନେମା ନିର୍ଦେଶକ କେଆର୍କେ ମଧ୍ୟ ଟ୍ୱିଟ କରି ଏହି କଥା କହିଛନ୍ତି । ସେ ଏହାର ପୋଷ୍ଟରକୁ ସେୟାର କରି…
ଆଇପିଏଲ୍ର ଅଫିସିଆଲ ପାର୍ଟନର୍ ଭାବେ ଅପ୍ଷ୍ଟକ୍ସ ର ଯୋଗଦାନ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ବ୍ରୋକରେଜ୍ ସଂସ୍ଥା ଅପ୍ଷ୍ଟକ୍ସ ଆଇପିଏଲ୍ର ଅଫିସିଆଲ୍ ପାର୍ଟନର୍ ଭାବେ ଯୋଗ ଦେଇଥିବା ବିଷୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପରିଚାଳନା ପରିଷଦ (ଆଇପିଏଲ୍ ଜିସି) ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ…
ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ମାଇନିଂକୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯
ଭୁବନେଶ୍ୱର: ନିରାପତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉକ୍ରର୍ଷ ପ୍ରଦର୍ଶନ କରି ଓଡ଼ିଶାରେ ଥିବା ଟାଟା ଷ୍ଟିଲ୍ର ବିଭିନ୍ନ ୟୁନିଟ୍ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯ ହାସଲ କରିଛନ୍ତି । ମାର୍ଚ୍ଚ ୧୨ରେ ଅନୁଷ୍ଠିତ ୧୧ତମ ଓଡ଼ିଶା ରାଜ୍ୟ ସୁରକ୍ଷା କନକ୍ଲେଭ୍ (ଓଏସ୍ଏସ୍ସି) ୨୦୨୦ରେ…
ଭାରତରେ ବିଗ୍ୱିଙ୍ଗ୍ ସୋ’ରୁମ୍ରେ ହୋଣ୍ଡା ସିବି୫୦୦ଏକ୍ସର ମେଗା ପ୍ରବେଶ
ଭୁବନେଶ୍ୱର: ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଟ୍ୱିନ୍ କମ୍ପାକ୍ଟ ଆଡ୍ଭେଂଚର ବାଇକ୍ ସିବି୫୦୦ଏକ୍ସ ଭାରତରେ ବିଗ୍ ୱିଙ୍ଗ୍ ସୋ’ରୁମ୍ରେ ପ୍ରବେଶ କରିଛି । କମ୍ପ୍ଲିଟ୍ ନକ୍ଡ୍ ଡାଉନ୍ (ସିକେଡି) ରୁଟ୍ରେ ଏହା ଭାରତୀୟ ବଜାରକୁ ଆସିବ ।…
ଓପୋ ଇଣ୍ଡିଆ ପକ୍ଷରୁ ଏଫ୍୧୯ ପ୍ରୋ ସିରିଜ୍ତ୍କ ୫ଜି ସହ ଓପୋ ବ୍ୟାଣ୍ଡ୍ ଷ୍ଟାଇଲ୍ ଉନ୍ମୋଚିତ
• ଏଫ୍୧୯ ପ୍ରୋ ସିରିଜ୍ରେ ପ୍ରଯୁକ୍ତିର ଉକ୍ରର୍ଷ ସହ ଏଆଇର ଶକ୍ତି ଥିବା ଉଲ୍ଲେଖନୀୟ ଭିଡିଓଗ୍ରାଫି ପ୍ରଦର୍ଶନ, ସ୍ମାର୍ଟ ୫ଜି ଦକ୍ଷତା ଓ ୫୦ଡବ୍ଲୁ ଫ୍ଲାସ୍ ଚାର୍ଜ ସୁବିଧା ରହିଛି ଯାହା ଆପଣଙ୍କ ଜୀବନଶୈଳୀକୁ ସହଜ କରିବ
କଟକ: ବିଶ୍ୱର ଅଗ୍ରଣୀ ସ୍ମାର୍ଟ ଡିଭାଇସ୍…
ଆଇଆଇଏଫ୍ଏଲ୍ ଫାଇନାନ୍ସର ଏନ୍ସିଡି ଇସ୍ୟୁ ବାର୍ଷିକ ୧୦.୦୩ଧ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି
ଭୁୁବନେଶ୍ୱର: ଭାରତର ସର୍ବବୃହତ୍ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଆଇଆଇଏଫ୍ଏଲ୍ ଫାଇନାନ୍ସ ପକ୍ଷରୁ ୨୦୨୧ ମାର୍ଚ ୩ରେ ବଣ୍ଡ୍କୁ ଜାରି କରାଯିବ । ଏହି ବଣ୍ଡ୍ ୧୦.୦୩ଧ ପର୍ଯ୍ୟନ୍ତ ୟିଲ୍ଡ ପ୍ରଦାନ କରିବ ଏବଂ ଉଚ୍ଚ ମାନର ସୁରକ୍ଷା ଏହାକୁ ବର୍ତମାନ ସ୍ଥିତିରେ ଅନ୍ୟତମ ଶ୍ରେଷ୍ଠ ଡେବ୍ଟ…
ବଜାଜ ଫାଇନାନ୍ସ ସହିତ ଆପଣଙ୍କର ସଞ୍ଚୟ ସୁରକ୍ଷିତ ରହିବାର ୫ଟି କାରଣ
ଭୁବନେଶ୍ୱର : “ଏକ ଟଙ୍କା ସଞ୍ଚୟର ଅର୍ଥ ଏକ ଟଙ୍କା ଆୟ ” । ସେ ବରିଷ୍ଠ ନାଗରିକ ହୁଅନ୍ତୁ ବା ପ୍ରଥମ ଚାକିରୀ ଆରମ୍ଭ କରୁଥିବା କଲେଜ ଛାତ୍ର ହୁଅନ୍ତୁ ପ୍ରାୟତଃ ସମସ୍ତେ ଉପରୋକ୍ତ କଥାକୁ କେବେ ନା କେବେ ତାଙ୍କର ଜୀବନରେ ଶୁଣିଥିବେ । ଜୀବନର ବିଭିନ୍ନ ନିବେଶ ଲକ୍ଷ୍ୟ ସତ୍ତ୍ୱେ,…
ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ
ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭାକୁ ତାଙ୍କର ବିବୃତି ରଖି ମୁଖ୍ୟମନ୍ତ୍ରୀ ତିନୋଟି ବିଷୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ…
ଇଣ୍ଡିଆ ଟୟ ଫେୟାର-୨୦୨୧କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି
ଦେଶରେ ପ୍ରଥମ ଥର ଲାଗି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆରମ୍ଭ ହୋଇଥିବା ଇଣ୍ଡିଆ ଟୟ ଫେୟାର-୨୦୨୧କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଏହି ଟୟ ଫେୟାର୍ରେ ଦେଶର ବିଭିନ୍ନ ରାଜ୍ୟର ଏକାଧିକ…