Sign in
Sign in
Recover your password.
A password will be e-mailed to you.
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର -ବାତ୍ୟା ୟାସ୍ ଯୋଗୁଁ ରାଜ୍ୟର ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୨ଟା ୩୦ ମିନିଟ୍ରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି…
୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୫୦୯ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୧୪ ଜଣ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା…
ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି
ବାଲେଶ୍ୱର ଜିଲ୍ଲାରେ ୟାସ୍ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଉଛି । ରେଲ୍ୱେ ଷ୍ଟେସନ୍ କଲୋନୀ ନିକଟରେ ରହୁଥିବା ଜଣେ ଯୁବକ ଉପରେ ଗଛ ପଡ଼ିବାରୁ ତା’ର ମୃତ୍ୟୁ ଘଟିଥିବା ଆମ ବାଲେଶ୍ୱର ସମ୍ବାଦଦାତା ଜଣାଇଛନ୍ତି । ଏନ୍.ଡି.ଆର୍.ଏଫ୍. ଦଳ ସେଠାରେ ପହଞ୍ଚି ସେହି…
ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ…
ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ମଧ୍ୟ ଆଉ ୨ ଜଣ ନିଖୋଜ ଅଛନ୍ତି । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଂଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ…
ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ “ୟାଶ୍’
ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍’ ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା…
ରାଜ୍ୟରେ ଲକ୍ଡାଉନ୍ ବଢିଲା ଏବେ ଏହି ସବୁ କଟକଣା ବି ବଢିଲା
ଭୁବନେଶ୍ୱର – ରାଜ୍ୟରେ ଲକ୍ଡାଉନ୍କୁ ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଲୋକମାନେ ଚାଲି ଚାଲି ଯାଇ ସକାଳ ୭ଟାରୁ ୧୧ ଟା ମଧ୍ୟରେ ପନି ପରିବା ଏବଂ ଅନ୍ୟ ସମାଗ୍ରୀ କିଣି ପାରିବେ । ଶନିବାର ଏବଂ ରବିବାର ସଟ୍ଡାଉନ୍ ଜାରି ରହିବ । ବାହାଘରରେ ସ ମାତ୍ର ୨୫ ଜଣ…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା -୨୪ ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ…
ଭୁବନେଶ୍ବର - ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଓ ତିନି ରଥ…
ଚନ୍ଦନ ଯାତ୍ରା
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଓ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । କୋଭିଡ୍ କଟକଣା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ । ବିନା ଭକ୍ତରେ ଚନ୍ଦନ ଯାତ୍ରା କରିବା ପାଇଁ ନରେନ୍ଦ୍ର…
ଆଜି ପବିତ୍ର ଅକ୍ଷୟ ତୃତୀୟା – ରଥ କାଠ ଅନୁକୂଳ, ଚନ୍ଦନଯାତ୍ରା ଆରମ୍ଭ
ଆଜି ପବିତ୍ର ଅକ୍ଷୟ ତୃତୀୟା । ରାଜ୍ୟବାସୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଆରାଧ୍ୟ ଦେବତା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବ୍ୟବହୃତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଏହା ବ୍ୟତୀତ ଓଡ଼ିଶାର ଚାଷୀକୂଳଙ୍କ ପାଇଁ ଏହା ଏକ…
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସେ ପ୍ରଥମେ ଏମ.ଭି-୮୮ସ୍ଥିତ ବି.ଏସ.ଏଫ୍. କ୍ୟାମ୍ପ, ମୋଟୁସ୍ଥିତ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କ୍ୟାମ୍ପ ସହ ବିଭିନ୍ନ ଥାନା ପରିଦର୍ଶନ କରି ବରିଷ୍ଠ ଅଧିକାରୀମାନଙ୍କ ସହ…