Sign in
Sign in
Recover your password.
A password will be e-mailed to you.
ରଜ ଓ ବସୁମତୀ ସ୍ନାନ
ରଜର ଶେଷ ଦିନରେ ବସୁମତୀ ସ୍ନାନ ପାଳନ କରାଯାଏ ଥାଏ । ଏହାହେଛି ଶୁଦ୍ଧ ଓ ପବିତ୍ର ହେବାର ପ୍ରତୀକ । ଏହାର ଅନେକ ପ୍ରକାର ନାମ ରହିଛି ।
ପରମ୍ପରା ଅନୁସାରେ ସକାଳୁ ଶିଶ ଶିଳପୁଆରେ ଲୁଗା ପିନ୍ଧାଇ ନାରୀ ପରି ସିନ୍ଦୁର କଜଳ ଲଗାଇ ହଳଦୀ ଲଗାଇ ପୂଜା ସହ ପୀଢା ଉପରେ ରଖି ଦୁଗ୍ଧ ସ୍ନାନ…
ଶ୍ରୀମନ୍ଦିରରେ ରଜ ପର୍ବ
ଶ୍ରୀମନ୍ଦିରରେ ରଜ ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ତିନିଦିନର ସ୍ୱତନ୍ତ୍ର ପୂଜା ପରେ ଚତୁର୍ଥଦିନରେ ବସୁମତୀ ସ୍ନାନ ଅବସରରେ ସ୍ୱତନ୍ତ୍ର ସ୍ନାନ କରାଯାଏ ଥାଏ ।
ଏହାପରେ ବିଭିନ୍ନ ପ୍ରକାର ପିଠା ଓ ମିଠା ଦ୍ରବ୍ୟ ଅର୍ପଣ…
ରଜ ବେଳେ କାହିଁକି ଚାଷ ଓ ଅନ୍ୟ କର୍ଷଣ କାମ ବନ୍ଦ ହୋଇଥାଏ!
ମାଟିକୁ ମାଆ ସହ ତୁଳାନା କରାଯାଏ। ବର୍ଷା ଋତୁର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଧରା ବକ୍ଷ ଉଦ୍ଧାର ପାଏ । ମୌସୁମୀର ସ୍ପର୍ଶରେ ଶୀତଳତା ସହ ବସୁମତୀ ପ୍ରଜଜନ କ୍ଷମ ହୋଇଥାଏ । ରଜସ୍ୱଳା ମାଟିକୁ ଅଧିକ କଷ୍ଟ ନଦେବା ପାଇଁ ଚାଷ ଓ ଅନ୍ୟ କର୍ଷ କାମ କରାଯାଇ…
ରଜର ସମ୍ପୂର୍ଣ୍ଣ ପାରମ୍ପରିକ ଗୀତ, ଜାଣନ୍ତୁ କଅଣ
“ ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥ ”
“ ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ ॥…
କରୋନା ଯୁଦ୍ଧରେ ନାରୀଙ୍କ ଭୂମିକା ଅତୁଳନୀୟ
ସମ୍ପ୍ରତି କରୋନା ମହାମାରୀ ସମୟରେ କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେ ବରଂ ସାମାଜିକ, ମାନସିକ ଏବଂ ପାରିବାରିକ ବିକାଶରେ ନାରୀର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ୟ୍ୟଳୟ ଏବଂ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟ।ଳୟ…
୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ ଭାରତ ସରକାର
ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ମହାମାରୀକୁ ବିଗତ ଶହେ ବର୍ଷର ସବୁଠୁ ମାରାତ୍ମକ ବିପର୍ୟ୍ୟୟ ଭାବେ ଅଭିହିତ କରିବା ସହିତ ଆଧୁନିକ ବିଶ୍ବ ଏପରି ମହାମାରୀକୁ କେବେ ଦେଖିନଥିଲା କିମ୍ବା ଅନୁଭବ କରିନଥିଲା…
ପୁଣେର ଏକ କାରଖାନାରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନି ଯୋଗୁଁ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ -ଅନୁକମ୍ପା ରାଶି ଘୋଷଣା
ମହାରାଷ୍ଟ୍ରର ପୁଣେସ୍ଥିତ ଏକ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ।
…
ଡିବିଟି-ଆଇଏଲ୍ଏସ୍ ପକ୍ଷରୁ ‘ଆନିମାଲ ଚାଲେଞ୍ଜ’ ଷ୍ଟଡି ଷ୍ଟାର୍ଟଫର୍ମ ପ୍ରତିଷ୍ଠା
କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ବୈଶ୍ୱିକ ମହାମାରୀର ସଫଳ ଚିକିତ୍ସା ଓ ନିରାକରଣ ପାଇଁ ବୈଜ୍ଞାନିକ ଓ ଚିକିତ୍ସାବିଜ୍ଞାନୀ ସମୁଦାୟ ସକ୍ରିୟତାର ସହିତ କାର୍ୟ୍ୟ କରୁଛନ୍ତି । ମଣିଷଙ୍କୁ ଏହି କରୋନା ଭୂତାଣୁରୁ ସୁରକ୍ଷିତ କରିବାର ବଡ ରଣନୀତି ହେଲା ସଫଳ ଟିକା ଓ ଚିକିତ୍ସା ବ୍ୟବସ୍ଥାର…
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଲାଗି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ…
ଓଡ଼ିଶାର ପ୍ରଦର୍ଶନ ଭିତ୍ତିଭୂମି ଓ ସୁବିଧା କ୍ଷେତ୍ରରେ ୨୦ ପ୍ରତିଶତ ଓ ଇକ୍ୟୁଟି କ୍ଷେତ୍ରରେ ୧୦ ପ୍ରତିଶତ ସୁଧାର
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ…
କୋଭିଡ ଯୋଗୁଁ ଭାରତରେ ଅଟକି ରହିଥିବା ଭାରତୀୟ ଭିସାଧାରୀ ବିଦେଶୀ ନାଗରିକ ଚଳିତବର୍ଷ ଅଗଷ୍ଟ ୩୧ତାରିଖ ଯାଏଁ ରହିପାରିବେ
କରୋନା ମହାମାରୀ ଯୋଗୁଁ ବ୍ୟାବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଏହି ତାରିଖ ପୂର୍ବରୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକ୍ଡାଉନ…