Sign in
Sign in
Recover your password.
A password will be e-mailed to you.
୬ ତାରିଖ ବେଳକୁ ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା
ରାଜ୍ୟରେ ପାଗ ଶୁଖିଲା ଥିବା ବେଳେ ଚଳିତ ମାସରେ ମୌସୁମୀ ବର୍ଷା ଆଣିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟ ପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶା ଉପକୂଳ ସ୍ଥିତ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର!-->…
ରାଜ୍ୟ ସରକାର ଅନ୍ଲାଇନ୍ ଦେୟର ଦ୍ୱିତୀୟ ସଂସ୍କରଣ ଆରମ୍ଭ କଲେ
ସରକାରୀ ଦେୟକୁ କାର୍ଡ଼, ୟୁ.ପି.ଆଇ., କ୍ୟୁ.ଆର୍.କୋର୍ଡ୍ ଏବଂ ୱାଲେଟ୍ ମାଧ୍ୟମରେ ପୈଠ କରି ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବ୍ୟାବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା ଉପଭୋକ୍ତାମାନଙ୍କୁ ଏଣିକି ଆଉ କେବଳ ଅନ୍ଲାଇନ୍!-->!-->!-->…
ମହାନଦୀରେ ବ୍ୟାରେଜ ଉପରେ ବ୍ୟାରେଜ କରୁଛି ଛତିଶଗଡ ଓଡ଼ିଶାରେ ମରୁଡି – କେନ୍ଦ୍ର କରୁଥିବା ଟ୍ରିବୁନାଲ ଏବେ କାଠ…
ମହାନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ କରି ଚାଲିଛି । ଏହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍ ମଧ୍ୟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାନ୍ତି । ଅନ୍ୟ ପକ୍ଷରେ ଏ ନେଇ ତିନି ବର୍ଷ ମଧ୍ୟରେ!-->!-->!-->…
ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋସର୍ଭେ ।
ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋସର୍ଭେ । ପ୍ରଥମ ଦିନରେ କେସିଙ୍ଗା ବ୍ଲକ ଚାଞ୍ଚେର ଗାଁରୁ ଏହି ସେରୋ ସର୍ଭେ ଆରମ୍ଭ ହୋଇଥିବାବେଳେ ଆଜି ଭବାନୀପାଟଣା ବ୍ଲକ ତେନ୍ତୁଳିଖୁଣ୍ଟିଠାରେ କାର୍ଯ୍ୟାରମ୍ଭ ହୋଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ!-->…
ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି-ଏତିକି ବଡ କରିପାରିବେ ମୂର୍ତ୍ତୀ, ଭୋଜି ବନ୍ଦ
କଟକ ମହାନଗର ନିଗମ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମଣ୍ଡପରେ ପୂଜା କରିବାକୁ ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା କରାଯାଇଛି । ସେହିପରି!-->!-->!-->…
ଉଠିଲା ସପ୍ତାହନ୍ତ ଲକ୍ଡାଉନ୍ କଟକଣା – ରାତି ୧୦ଟା ଯାଏଁ ଖୋଲିଲା ଦୋକାନ ବଜାର, ଅକ୍ଟୋବର ଏକ ପର୍ଯ୍ୟନ୍ତ…
ଭୁବନେଶ୍ୱର - ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯିବା ପରେ ସେପ୍ଟେମ୍ବର ଏକ ତାରିଖରୁ ଠାରୁ ରାଜ୍ୟରେ ଏହା ଲାଗୁ ହୋଇଛି । ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତକାଲି ଏସ୍.ଆର୍.ସି. ପ୍ରଦୀପ କୁମାର ଜେନାସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ପହିଲାରୁ ରାଜ୍ୟର କୌଣସି!-->…
ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ
ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ ହୋଇଛି । ବାଇଶି ପାହାଚର ବହୁ ସ୍ଥାନରେ ପାଣିପଶି ପୂରାତନ ପଥର ସଂଯୋଗ ସ୍ଥଳରେ ଫାଙ୍କମାନ ସୃଷ୍ଟି ହୋଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ.ଏସ୍.ଆଇ.ର ରିପୋର୍ଟ ଭିତ୍ତି କରି ଦୀର୍ଘ ୧୧ ମାସ ପରେ!-->…
ବଙ୍ଗୋପସାଗରରେ ଲଘୁଚାପ ସେପ୍ଟେମ୍ବର ୩ ଯାଏଁ ଏହି ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି । ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ!-->!-->!-->…
ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାରମ୍ପରୀକ ରୀତିମତେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ପରିସରରେ ଥିବା ଜଗମୋହନଠାରେ ଦୋଳିରେ ଝୁଲୁଥିବା ଶିଶୁପୁତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ପୁରୀରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଓ ଉଲ୍ଲାସ!-->…
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ । ଏ ନେଇ ପରୀକ୍ଷା ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଏଥିରେ ପରୀକ୍ଷା କିଭଳି କରାଯିବ ଓ ପ୍ରଶ୍ନପତ୍ର ଢାଞ୍ଚା ସମ୍ବନ୍ଧରେ ମଧ୍ୟ!-->…