ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣ ସହ ଏହା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ । ସେଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ଅଦାଲତ ଅବମାନନା ପିଟିସନ ଉପରେ ସୁପ୍ରିମକୋର୍ଟ ୩ ସପ୍ତାହ ପରେ ଶୁଣାଣି କରି…

କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ବେଆଇନ ଦର୍ଶାଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାବି କରାଯାଇଥିବାଅଦାଲତ ଅବମାନନା ପିଟିସନ ଉପରେ ସୁପ୍ରିମକୋର୍ଟ ୩ ସପ୍ତାହ ପରେ ଶୁଣାଣି କରି ନିଷ୍ପତ୍ତି ନେବେ । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି ।

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍‍ ବ୍ୟବସ୍ଥା

କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍‍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍‍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି

ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ୨୨ ବର୍ଷ ପୂରଣ ହୋଇଛି

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ଆଜି ୨୨ ବର୍ଷ ପୂରଣ ହୋଇଛି । ତେବେ ଏହି ମହାବାତ୍ୟାରେ ଉପକୂଳ ଜିଲ୍ଲା ଜଗତ୍‍ସିଂହପୁର ବେଶ୍‍ ପ୍ରଭାବିତ ହୋଇଥିଲା । ସମଗ୍ର ଜିଲ୍ଲାରେ ବିଶେଷ କରି ଏରସମା ବ୍ଲକରେ ଏହି ପ୍ରଳୟଙ୍କାରୀ ମହାବାତ୍ୟା

‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ

ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ କରିଛନ୍ତି । ମତ୍ସ୍ୟଚାଷୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ମୋବାଇଲ୍‍ ଆପ୍‍କୁ ବିଭାଗୀୟ ମନ୍ତ୍ରୀ ଅରୁଣ

ବଦଳିବ Facebook ନାଁ ହେବ Meta

ଫେସ୍‌ବୁକ୍‌ର ନାମକୁ ପରିବର୍ତ୍ତନ କରି ମେଟା କରାଯାଇଛି । ଫେସ୍‌ବୁକର ମାଲିକା ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । Announcing @Meta — the Facebook company’s new name. Meta is

ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ….

ଅପରିଷ୍କାର କପଡା ପିନ୍ଧିବା: ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି । ଏହି କାରଣରୁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି । ଏହି କାରଣରୁ ବ୍ୟକ୍ତି ଦରିଦ୍ରତାର ସମ୍ମଖୀନ ହୋଇଥାଏ । ପରିଷ୍କାର ରହୁ ନଥିବା

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଚଳିତ ବର୍ଷ ମଧ୍ୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରିପଦା ପଟୁ ପିଠାବଟା ଦେଇ ଏବଂ ଯଶୀପୁର ଆଡ଼ୁ କାଳିଆମି ଗେଟ୍‍ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ । ଚଳିତ ବର୍ଷ ଏହି

ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ…

ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ ମୋ୍‍ଡରେ ଉଦ୍‍ଘାଟନ କରିଛନ୍ତି । ପ୍ରଥମ ଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ା

ରାଜ୍ୟରେ ଆସନ୍ତା ପହିଲାରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ

ରାଜ୍ୟରେ ଆସନ୍ତା ପହିଲାରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫ୍‍ଲାଇନ୍‍ରେ ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ