Sign in
Sign in
Recover your password.
A password will be e-mailed to you.
ଜେଇଇ ମେନରେ ମଦର୍ସ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର: ଜେଇଇ ମେନ ୨୦୨୫ରେ ଉଲ୍ଲେଖନୀୟ ଫଳାଫଳ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହି ସ୍କୁଲର ପ୍ରତିବଦ୍ଧତା ଏବଂ ସମର୍ପଣ ଯୋଗୁଁ ଏହି ଅସାଧାରଣ ଫଳାଫଳ ସମ୍ଭବ ହୋଇଛି । ସମସ୍ତ ଶୀର୍ଷ!-->…
ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୯ତମ ଜନ୍ମବାର୍ଷିକୀ ପାଳିତ
ଭୁବନେଶ୍ୱର: ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ)ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର!-->!-->!-->…
ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ
ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ!-->!-->!-->…
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ
ଚଳିତବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍ ମାଧ୍ୟମରେ ପୂରଣ ହୋଇପାରିବ!-->…
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍!-->!-->!-->…
ଭିମସାର ଓ ଟେରୁମୋ ବ୍ଲଡ୍ ଆଣ୍ଡ ସେଲ ଟେକ୍ନୋଲୋଜିସ୍ ପକ୍ଷରୁ ସମ୍ବଲପୁରରେ ସିକିଲ ସେଲ ରୋଗୀଙ୍କ ପାଇଁ ସିଏମ୍ଇ ଇଭେଂଟ…
ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର) ପକ୍ଷରୁ ବ୍ଲଡ୍ ମ୍ୟାନେଜମେଂଟ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଟେରୁମୋ ବ୍ଲଡ ଆଣ୍ଡ ସେଲ୍ ଟେକ୍ନୋଲୋଜିସ୍ (ଟିବିସିଟି) ସହ ସହଭାଗିତାରେ ସମ୍ବଲପୁରଠାରେ ଏକ କଂଟିନ୍ୟୁଇଙ୍ଗ!-->…
ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ ଟନ୍ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି
ଭୁବନେଶ୍ୱର: ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍ ଟନ୍ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍ପୁଟ ସହାୟତା!-->…
ଉତ୍କର୍ଷ ଓଡିଶା ୨୫ରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସରୁ ନିବେଶ ହାସଲ କରିଛି ବନ୍ଭି ଏରୋ
ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍ଭି ଏରୋ, ଏକ ଟେକ୍ନୋଲୋଜି-କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍ଭି ଏରୋ!-->!-->!-->…