କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି

111

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟର ୨୮ଟି ସହରରେ କରାଯିବ । ଦେଶରେ ୫୦୦ଟି ଓ ବିଦେଶର ୧୦ଟି ସହରରେ ଏଥିଲାଗି ପରୀକ୍ଷାକେନ୍ଦ୍ର କରାଯାଇଛି । ଆଜିଠାରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେଉଛି । ଏହି ପର୍ଯ୍ୟାୟ ଆସନ୍ତାକାଲି, ୧୯ ଓ ୨୦ରେ ଅନୁଷ୍ଠିତ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.