Browsing Category

ଖବର

ଓଡିଏମ୍‌ରେ ‘ଗୁରୁସମ୍ବର୍ଦ୍ଧନା’ ଉତ୍ସବ ପାଳିତ

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍‌. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ

ଭୁବନେଶ୍ୱରର ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ

ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ପକ୍ଷରୁ ୧୦ଟି ଅଟୋମାଟିକ ବ୍ଲଡପ୍ରେସର ମେଶିନ ବିତରଣ

ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭଭୁବନେଶ୍ୱର: ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ

ଛାତ୍ରଛାତ୍ରୀଙ୍କ ସାମୁହିକ ବିକାଶର ପ୍ରୋତ୍ସାହନ ପାଇଁ ଓଡିଏମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଏସ୍‌ଏଫ୍ ସହ ହାତ ମିଳାଇଛି ଡାବର

ଭୁବନେଶ୍ୱର : ଭାରତର ସର୍ବବୃହତ୍ ବିଜ୍ଞାନ-ଆଧାରିତ ଆୟୁର୍ବେଦ ସଂସ୍ଥା ଡାବର ଇଣ୍ଡିଆ ଲିମିଟେଡ ଏକ ପରିବର୍ତନଶୀଳ ବୃକ୍ଷରୋପଣ ପ୍ରକଳ୍ପ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ସହିତ ହାତ ମିଳାଇଛି । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ପରିବେଶର ପୁନରୁଦ୍ଧାର ଓ ଜୈବବିବିଧ ସଂରକ୍ଷଣକୁ

ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର : ଓଡିଏମ୍‌ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍‌ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କଟକ : ହୃଦୟବିଦାରକ ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କୁ ସମର୍ଥନ ଜଣାଇ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୬.୩୦ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କୋଲକତାର ଏକ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ

ଓଡିଏମ ଗ୍ଲୋବାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଡିଏମ ଗ୍ଲୋବାଲ ସ୍କୁଲରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହା ଆଡ଼ମ୍ବର ସହକାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ପ୍ରଭାତ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳେନ୍ଦ୍ର କୁମାରୀଙ୍କ ସ୍ୱାଗତ ଭାଷଣରୁ ଏହି କାର୍ଯ୍ୟକ୍ରମର

ଓଡିଏମ୍‌ରେ “ନଲେଜ୍‌-କ୍ରଲ୍ – ୨୦୨୪’ ଅନୁଷ୍ଠିତ

ଭୁବନେଶ୍ୱର : ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ବାର୍ଷିକ ପ୍ରଦର୍ଶନୀ "ନଲେଜ୍‌-କ୍ରଲ୍‌-୨୦୨୪' ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୁହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ

ସିପଲା ପକ୍ଷରୁ ସୁସ୍ଥ ଫୁସ୍‌ଫୁସ୍ ପାଇଁ ବ୍ରେଥ୍‌ଫ୍ରି ମନ୍‌ସୁନ ଯାତ୍ରା

ଭୁବନେଶ୍ୱର: ବର୍ଷା ଋତୁ ଆସିବା ସହ ଏହା ଆମର ଶ୍ୱାସକ୍ରିୟା ପାଇଁ ଅନେକ ଗୁଡାଏ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଥାଏ । ବର୍ଦ୍ଧିତ ଆର୍ଦ୍ରତା ଓ ଓଦାପଣ ଫୁସ୍‌ଫୁସର ସ୍ଥିତିକୁ ଖରାପ କରିପାରେ, ବର୍ଷର ଏଭଳି ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ । ଏହାକୁ