Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା
ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍ଏଚ୍ଜି ଗ୍ରୁପ୍ ପୁରସ୍କୃତ
୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ
!-->!-->!-->!-->!-->!-->!-->!-->…
ଗର୍ଭବତୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବୁର୍ଲା: ଜଣେ ଗର୍ଭବତୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୁବଦେଗା ବ୍ଲକ ଅନ୍ତର୍ଗତ ପଂଚମାହାଳ ଗ୍ରାମର ଇଚ୍ଛା ସନ୍ଧା (୨୨ବର୍ଷ) ନାମକ ଜଣେ ଗର୍ଭବତୀଙ୍କୁ ଗୁରୁତର ପ୍ରସବ ଯନ୍ତ୍ରଣା ଯୋଗୁଁ ବୁର୍ଲାସ୍ଥିତ ଭିଏସଏସ ଡାକ୍ତରଖାନାରେ!-->…
ମା’ମାନଙ୍କ ସଶକ୍ତୀକରଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ
-ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪ର ଉଦ୍ଘାଟିତ- ୧୦ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀ ପୁରସ୍କୃତ
ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ । ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।!-->!-->!-->…
ଆସନ୍ତା ୧୨ ରୁ ୧୪ ତାରିଖ ଜନତା ମଇଦାନରେ ଅନୁଷ୍ଠିତ ହେବ କୃଷି ଓଡ଼ିଶା – ୨୦୨୪
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି (ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର!-->…
ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ ପକ୍ଷରୁ ଭୁବନେଶ୍ୱର କେନ୍ଦ୍ରର ପ୍ରତିଷ୍ଠା ସମାରୋହ ଆୟୋଜିତ
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ (ଆଇଆଇଆଇଡି) ଏହାର ଭୁବନେଶ୍ୱର ସେଂଟରର ସଫଳ ପ୍ରତିଷ୍ଠା ସମାରୋହ ଘୋଷଣା କରିଛି ଯାହା ସାରା ଦେଶରେ ଇଂଟେରିିୟର ଡିଜାଇନରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ସଂସ୍ଥାର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ!-->…
ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର : କମ୍ପାନୀରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ମହିଳା, ଏଲ୍ଜିବିଟିକ୍ୟୁଆଇଏ+, ବରିଷ୍ଠ ସେନା!-->…
ଅଲ୍ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ୍ ପୋଟେଙ୍କୁ ଅଧିନାୟକ ଘୋଷଣା, ମହେଶ ସିନ୍ଦେ ଉପ…
ଭୁବନେଶ୍ୱର: ଓଡ଼ିଶାର କଟକରେ ୨୦୨୩ ଡିସେମ୍ବର ୨୪ରୁ ୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲ୍ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ ପୋଟେଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଏହି ୨୬ ବର୍ଷୀୟ ଅଲରାଉଣ୍ଡର ଆଟାକର ହେଉଛନ୍ତି ଜଣେ ଚର୍ଚ୍ଚିତ ଖୋଖୋ!-->…
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ଭିନ୍ନକ୍ଷମ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା!-->…
ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ହାଇ-ଫାଇବର ସପ୍ଲିମେଂଟ୍
ଟାଇପ୍ ୨ ଡାଇବେଟିସ୍ ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ହାଇ-ଫାଇବର୍ ସପ୍ଲିମେଂଟ୍ର ବ୍ୟବହାର
ଭୁବନେଶ୍ୱର : ଟାଇପ୍-୨ ଡାଇବେଟିସ୍ ରୋଗରେ ପୀଡିତ ୩୦୪୨ ଜଣ ଲୋକ ଓ ୧୫୨ ଜଣ ଡାକ୍ତରଙ୍କ ମଧ୍ୟରେ ପରିଚାଳନା କରାଯାଇଥିବା ଏକ ସର୍ବଭାରତୀୟ ସ୍ତରର ସର୍ବେକ୍ଷଣ!-->!-->!-->…