Browsing Category

ଖବର

ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସରେ ଅଂଶଧନ ଅଧିଗ୍ରହଣ କରି ଓଡ଼ିଶାରେ ଉପସ୍ଥିତି ବିସ୍ତାର କରିଛି ମେଡ୍‌ଜେନୋମ୍‌

ଭୁବନେଶ୍ୱର: ଏକ ପ୍ରମୁଖ ଅନ୍ତର୍ଜାତୀୟ ଜେନୋମିକ୍ସ-ପରିଚାଳିତ ଡାଇଗ୍ନୋଷ୍ଟିକ୍ସ ଓ ରିସର୍ଚ୍ଚ ସର୍ଭିସ କମ୍ପାନୀ ମେଡ୍‌ଜେନୋମ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଓଡିଶାର ଏକ ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲ୍ୟାବ୍ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସରେ ଏକ ଅଂଶଧନ ଅଧିଗ୍ରହଣ କରିଛି । ୨୦୧୭ରେ

ଓଡିଏମ୍‌ରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଆଧୁନିକ ସମାଜର ଆବଶ୍ୟକତା ଅନୁସାରେ ଭବିଷ୍ୟତରେ ସଫଳ ନାଗରିକ ଗଢିବା ପାଇଁ ଓଡିଏମ୍ ଶିକ୍ଷାସମୂହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଠ୍ୟକ୍ରମର ଶୁଭାରମ୍ଭ କରିଛି । ଏକବିଂଶ ଶତାବ୍ଦୀର ଚାହିଦା ଅନୁଯାୟୀ ଦେଶ ଓ ବିଦେଶର ଚାକିରି ବଜାରରେ

ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ”

ପ୍ରଥମ ଥର ପାଇଁ ଆଇଟିସି ନିମାଇଲ ରଥ ପଥର ଶୁଦ୍ଧତା ସହିତ ପବିତ୍ର ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଛି । ପୁରୀ: ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି । ଏହା ହେଉଛି ନୀମ ଆଧାରିତ

କିସ୍‌ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ

ଭୁବନେଶ୍ୱର: ହରି କ୍ରିଷ୍ଣା ଗ୍ରୁପ୍‌ର କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍‌ନା ଏକ୍ସକ୍ଲୁସିଭ

ଇଇଏସ୍‌ଏଲ୍ ପକ୍ଷରୁ ଚ୍ୟାନେଲ ପାର୍ଟନରଙ୍କ ସହ ବୈଠକ ଆୟୋଜିତ

ଭୁବନେଶ୍ୱର: ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ସରକାରୀ କ୍ଷେତ୍ରର ଏକ ଯୁଗ୍ମ ଉଦ୍ୟୋଗ, ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସ୍‌ଏଲ୍‌) ପକ୍ଷରୁ ଭୁବନେଶ୍ୱରରେ ଏକ ଚ୍ୟାନେଲ ପାର୍ଟନର୍‌ସ ପ୍ରୋଗ୍ରାମ (ସିପିପି)ର ଆୟୋଜନ ନକରାଯାଇଛି । ଯାହାକି ଭାରତରେ ଶକ୍ତି ଦକ୍ଷ

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ

ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସର୍ବୋତମ କ୍ୟାନ୍‌ସର ଚିକିତ୍ସା ପାଇଁ ମାର୍ଗ ପ୍ରସ୍ତୁତ କରିଛି ଓଡିଶା

ଭୁବନେଶ୍ୱର: ପାର୍ଟନର୍‌ସିପ ଟୁ ଫାଇଟ୍ କ୍ରୋନିକ୍ ଡିଜିଜ୍ (ପିଏଫ୍‌ସିଡି) ପକ୍ଷରୁ ଓଡିଶାରେ ବୃଦ୍ଧି ପାଉଥିବା କ୍ୟାନ୍‌ସର ରୋଗର ମୁକାବିଲା ପାଇଁ ପ୍ରତିଷ୍ଠିତ ଚିକିତ୍ସା ବିଶେଷଜ୍ଞଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ବିଶିଷ୍ଟ ଅନ୍‌କୋଲୋଜିଷ୍ଟ ଏବଂ ଉତ୍କଳ ହସ୍ପିଟାଲର

ମେରିଲ ପକ୍ଷରୁ ଅତ୍ୟାଧୁନିକ ଆଣ୍ଠୁ ପ୍ରତିରୋପଣ ରୋବଟ MISSO ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଚିକିତ୍ସା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଏକ ତ୍ୱରାନ୍ୱିତ ଅଗ୍ରଗତିରେ, ମେରିଲ୍ ଗୌରବର ସହିତ MISSO କୁ ଉନ୍ମୋଚନ କରିଛି । ଯାହା ଅସ୍ଥିଶଲ୍ୟ ଅସ୍ତ୍ରୋପଚାରର ଦୃଶ୍ୟପଟକୁ ରୂପାନ୍ତର କରିବା ପାଇଁ ଏକ ସ୍ୱଦେଶୀ ବିକଶିତ ଆଣ୍ଠୁ ପ୍ରତିରୋପଣ ରୋବଟ୍ ସେଟ ଅଟେ। ଏହି

ପିଏନଭି ଫାଉଣ୍ଡେସନ ପକ୍ଷରୁ “ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

କଟକ: ପିଏନଭି ଫାଉଣ୍ଡେସନ ପକ୍ଷରୁ ସାରା ଓଡ଼ିଶାରେ ବେଶ୍ ଉତ୍ସାହର ସହ ପାଳିତ ହେଉଥିବା ପର୍ବ ରଜ ମହୋତ୍ସବ ଅବସରରେ କଟକ କ୍ଲବ୍ ଆନେକ୍ସ-୧ ଠାରେ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା' ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । "ଉଦ୍ୟମୀ ଓଡ଼ିଆ - ମେଡ୍ ଇନ୍ ଓଡ଼ିଶା ଓଡ଼ିଶାର ଉଦ୍ୟୋଗୀ ଏବଂ